ଶସ୍ତାରେ କିଣନ୍ତୁ ସ୍ମାର୍ଟଫୋନ୍‌: ଆସିଛି ସୁଯୋଗ, ଆମାଜନ୍‌ ସେଲ୍‌ରେ ୫ ଫୋନ୍‌ରେ ରିହାତି

ନୂଆଦିଲ୍ଲୀ, ନଭେମ୍ବର ୦୩: ଦୀପାବଳି ପର୍ବ ଅବସରରେ ନଭେମ୍ବର ୨ରୁ ଆମାଜନ ପକ୍ଷରୁ ‘ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ’ ସେଲ୍‌ ଆରମ୍ଭ ହୋଇ ଯାଇଛି। ଚାରି ଦିନିଆ ଏହି ରିହାତି ପ୍ରକ୍ରିୟା ନଭେମ୍ବର ୫ ଯାଏ ଜାରି ରହିବ। ଇ-କମର୍ସ ୱେବ୍‌ସାଇଟ୍‌ର ଦୀପାବଳି ସେଲର ଏହା ହେଉଛି ୩ୟ ସଂସ୍କରଣ। ସେଲ୍‌ରେ ଗ୍ରାହକଙ୍କୁ ସ୍ମାର୍ଟଫୋନ୍‌,

ଜିଓର ଦିପାବଳୀ ଅଫର, ୧୦ଜିବି ଯାଏଁ ମିଳୁଛି ଫ୍ରି ଡାଟା

ଭୁବନେଶ୍ୱର, ଅକ୍ଟୋବର ୨୯(ଖବର ଓଡିଶା): ରିଲାଏନ୍ସ ଜିଓ ଗତ କିଛି ଦିନ ତଳେ ଦିପାବଳୀ ଅବସରରେ ଏକ ବର୍ଷର ବୈଧତା ଥିବା ପ୍ଲାନ ଲଂଚ୍ କରିଥିଲା । ଏହା ସହ ଶତ ପ୍ରତିଶତ କ୍ୟାଶବ୍ୟାକ ମିଳିବା ନେଇ ସୂଚନା ଦେଇଥିଲା । ବର୍ତମାନ କମ୍ପାନୀ ନିଜ ଗ୍ରାହକଙ୍କୁ ଫ୍ରି ରେ ୧୦ ଜିବି ପର୍ଯ୍ୟନ୍ତ ୪ଜି ଡାଟା ପ୍ରଦାନ କରୁଛି, କିନ୍ତୁ ଏହି ଫ୍ରି ଡାଟା କେବଳ ଆଣ୍ଡ୍ରୋଏଡ୍ ଫୋନ ୟ

ଠକାମୀ ଯୋଗୁଁ ଭାରତୀୟ ଷ୍ଟେଟ ବ୍ୟାଙ୍କର ୬ ମାସରେ ୫୫୫୫ କୋଟି ଟଙ୍କା କ୍ଷତି

ଇନ୍ଦୋର, ଅକ୍ଟୋବର ୧୦ (ଖବର ଓଡ଼ିଶା): ଦେଶର ସର୍ବବୃହତ ବ୍ୟାଙ୍କ ‘ଭାରତୀୟ ଷ୍ଟେଟ ବ୍ୟାଙ୍କ’ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଠକାମୀ ଯୋଗୁଁ ୫୫୫୫ କୋଟି ଟଙ୍କା କ୍ଷତି ସହିଛି । ବ୍ୟାଙ୍କ ନିକଟକୁ ୧୩୨୯ ମିଛ ମାମଲା ପହଞ୍ଚିଛି । ମଧ୍ୟପ୍ରଦେଶର ନୀମଚ ନିବାସୀ ସୂଚନା ଅଧିକାରୀ କର୍ମୀ ଚନ୍ଦ୍ରଶେଖର ଗୌଡ଼ ମଙ୍ଗଳବାର କହିଛନ୍ତି, ସୂଚନା ଅଧିକାର ଆଇନ

ପାୱାରବ୍ୟାଙ୍କ କିଣିବା ପୂର୍ବରୁ ଏଗୁଡ଼ିକ ଉପରେ ଦୃଷ୍ଟି ଦିଅନ୍ତୁ ନହେଲେ ପସ୍ତାଇବେ

ବେଳେ ବେଳେ ଆମ ସ୍ମାର୍ଟଫୋନର ବ୍ୟାଟେରି ସରିଯାଏ । ଯାତ୍ରାକାଳୀନ ସ୍ଥିତିରେ ଟ୍ୟାବ୍ ଓ ମୋବାଇଲରୁ ଚାର୍ଯ୍ୟ ସରିଗଲେ ସମସ୍ୟା ସୃଷ୍ଟି ହୁଏ । ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ପାୱାରବ୍ୟାଙ୍କର ବ୍ୟବହାର କରାଯାଇଥାଏ । ଏଣୁ ପାୱାରବ୍ୟାଙ୍କ ଭଲ ହୋଇଥିବା ଆବଶ୍ୟକ । ପାୱାରବ୍ୟାଙ୍କ କିଣିବା ପୂର୍ବରୁ ନିମ୍ନୋକ୍ତ ପ୍ରସଙ୍ଗ ଗୁଡ଼ିକ ଉପରେ ଅବଶ୍ୟ ନଜର ରଖନ୍ତୁ ।

ଚାଲିଛି ଜିଓମିର ବାର୍ଥଡ଼େ ସେଲ, ୪ ଟଙ୍କାରେ ମିଳୁଛି ୪୫ ହଜାର ଟଙ୍କାର ଟିଭି

ଭାରତରେ ନିଜର ଚତୁର୍ଥ ଜନ୍ମଦିନ ପାଳୁଛି ଜିଓମି(xiomi) ୧୦ ତାରିଖ ଠାରୁ ୧୨ ତାରିଖ ତିନି ଦିନ ଯାଏଁ ଜନ୍ମଦିନ ପାଳନ ପାଇଁ କମ୍ପାନୀ ବହୁତ ବଡ଼ ଅଫର ଘୋଷଣା କରିଛି । ଏମଆଇ-୩ ସ୍ମାର୍ଟ ଫୋନ ଜରିଆରେ ଭାରତକୁ ପ୍ରବେଶ କରିଥିବା ଜିଓମି ଜନ୍ମଦିନ ପାଳନ ଅବସରରେ ସ୍ମାର୍ଟଫୋନ ଠାରୁ ଟିଭି ଯାଏଁ ବିଭିନ୍ନ ଦ୍ରବ୍ୟ ଉପରେ ବଡ଼ ଧରଣର ରିହାତି ଦେଉଛି । ଅଫର ପାଇଁ ଗ୍ରାହକଙ

ପେଟିଏମ ନେଇ ଆସିଛି ସ୍ମାର୍ଟଫୋନର ଆକର୍ଷଣୀୟ ଅଫର

ଯଦି ଆପଣ ସ୍ମାର୍ଟ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଆମେ ଆପଣଙ୍କୁ ପେଟିଏମ ମଲ୍ ରେ ମିଳୁଥିବା କିଛି ସ୍ମାର୍ଟଫୋନ ବିଷୟରେ କହୁଛୁ ଯାହା ଆପଣଙ୍କୁ ଡିସ୍କାଉଂଟରେ ମିଳୁଛି । ଏହା ସହ ଆଇଫୋନ ଉପରେ ମିଳୁଥିବା କ୍ୟାସ ବ୍ୟାକ୍ ଅଫରର ଆପଣ ଲାଭ ଉଠାଇ ପାରିବେ । ଆଇଫୋନ ୧୦(ସିଲଭର) – ୮୯ ହଜାରରେ ମିଳୁଥିବା ଏହି ଫୋନ ଆପଣଙ୍କୁ

ମାଗଣାରେ ପାଆନ୍ତୁ ଏମଆଇର ଏହି ନୂଆ ଫୋନ୍

ସାଓମି ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଲଂଚ କରିବାର ଅନେକ ନଜିର୍ ରହିଛି । ଏହା ମଧ୍ୟରେ ବର୍ତମାନ କମ୍ପାନୀ ସବୁଠାରୁ ପପୁଲାର ସ୍ମାର୍ଟଫୋନ୍ ରେଡମି ନୋଟ୍ ୫ ପ୍ରୋକୁ ମାଗଣାରେ ପାଇବା ପାଇଁ ଗ୍ରାହକଙ୍କୁ ସୁଯୋଗ ଦେଇଛି । ଏଥିପାଇଁ କମ୍ପନୀ ତରଫରୁ ଏକ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି ସାଓମି ଇଣ୍ଡିଆର ପରିଚାଳନା ନିର୍ଦ୍ଦ

ଲଂଚ୍ ହେବ ନୋକିଆ ଏକ୍ସ, ରହିଛି ୧୦ଜିବି ରାମ୍

ଏଚଏମଡି ଗ୍ଲୋବାଲ ବହୁତ ଶୀଘ୍ର ଏକ ନୂଆ ସ୍ମାର୍ଟଫୋନ ଲଂଚ କରିବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହି ସ୍ମାର୍ଟଫୋନ ନୋକିଆ- ୧୦ ହେବା ନେଇ ସୂଚନା ମିଳିଛି । ଏହା ଦେଖିବାକୁ ଆଇଫୋନ ୧୦ ଭଳି ହୋଇଥିବା ଶୁଣିବାକୁ ମିଳୁଛି । ନୋକିଆ ପ୍ରଥମ କମ୍ପାନୀ ନୁହେଁ ଯିଏ ଆଇଫୋନର ନକଲ କରୁଛି । ଆଗରୁ ଏପରି ଅନେକ ସ୍ମାର୍ଟଫୋନ ନିର୍ମାତା ଆଇଫୋନ ମଡେଲର ଫୋନ ନିର୍ମାଣ କରି