ଫେସବୁକ୍ ବ୍ୟବହାର କରିବା ପାଇଁ ଏଣିକି ଦେବାକୁ ପଡିପାରେ ଟଙ୍କା
ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିକଟରେ କହିଥିଲେ କି ଫେସବୁକ ଆଜୀବନ ଫ୍ରି ରହିବ । ଏହା ସହ ମାର୍କ ଆହୁରି ମଧ୍ୟ କହିଥିଲେ କି, ଏହାର ଏକ ପେଡ୍ ବା ଦେୟଯୁକ୍ତ ଭର୍ସନ ଆଣିବା ପାଇଁ ଚିନ୍ତା କରାଯାଉଛି । ଏକ ରିପୋର୍ଟରେ ଅତିଶୀଘ୍ର ଫେସବୁକ ଦେୟଯୁକ୍ତ ଭର୍ସନ ଆଣିବ ବୋଲି କୁହା ଯାଇଛି ।
କ୍ଲୁମବର୍ଗର ଏହି ରିପୋର୍ଟ ଅନୁସାରେ, ଫେସବୁକ ଏକ ସବସ୍କ୍ରିପସ