ଟେଲିକମ କମ୍ପାନୀ ଭେରିଫିକେଶନ ପାଇଁ ଆଧାର ଇ-କେୱାଇସି ବ୍ୟବହାର ବନ୍ଦ କରନ୍ତୁ: ସରକାର

ନୂଆଦିଲ୍ଲୀ, ଅକ୍ଟୋବର ୨୭ (ଖବର ଓଡ଼ିଶା): କେନ୍ଦ୍ର ସରକାର ଟେଲିକମ କମ୍ପାନୀକୁ ବର୍ତ୍ତମାନ ମୋବାଇଲ ଫୋନ ଗ୍ରାହକଙ୍କୁ ତଥା ନୂଆ ସଂଯୋଗୀକରଣ ପାଇଁ ଆଧାର ଇ-କେୱାସି ଭେରିଫିକେଶନ ବନ୍ଦ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ପାଳନକୁ ନେଇ ସରକାର ଶୁକ୍ରବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ସୁପ୍ରିମକୋର୍ଟ ଆଇନ ବ୍ୟବସ୍ଥା ଯୋଗୁଁ ଗତ ମାସରେ ଗୁରୁତ୍ୱପୂର୍

ଆଇବି ଅଧିକାରୀଙ୍କୁ ଧରିବା ଘଟଣା: ହଟିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ପିଏସଓ

ନୂଆଦିଲ୍ଲୀ, ଅକ୍ଟୋବର ୨୭(ଖବର ଓଡିଶା): ଛୁଟିରେ ପଠାଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମାଙ୍କ ସୁରକ୍ଷା ପାଇଁ ନିୟୋଜିତ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି । ଏହି ସୁରକ୍ଷାକର୍ମୀଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନରେ ପୋଷ୍ଟିଂ କରାଯାଇଛି । ଏହି କର୍ମୀମାନେ ହେଉଛନ୍ତି ସେହି ପୋଲିସ ଅଧିକାରୀ ଯେଉଁମାନେ ଆଲୋକ ବର୍ମାଙ୍କ ସରକାରୀ ବା

ଦୀପାବଳିରେ ଫୁଟାଇ ପାରିବେ ସବୁଜ ବାଣ, ଏଥି ଲାଗି ‘ପେସୋ’ର ଅନୁମତି ଦରକାର

ନୂଆଦିଲ୍ଲୀ, ଅକ୍ଟୋବର ୨୭ (ଖବର ଓଡ଼ିଶା): ସୁପ୍ରିମକୋର୍ଟ କିଛି ଦିନ ପୂର୍ବରୁ ଦୀପାବଳିକୁ ଦୃଷ୍ଟିରେ ରଖି ରାୟ ଦେଇଥିଲେ ଯେ, ଏଥର ବାଣ ଫୁଟାଇବା ନେଇ କଟକଣା କରାଯିବ ନାହିଁ କିନ୍ତୁ କୋର୍ଟ ଏହା ଆଦେଶ ଦେଇଥିଲେ ଯେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟା ଯାଇପାରିବ । ଏଥି ସହିତ ସୁପ୍ରିମକୋଟ ଦୀପାବଳିରେ ସବୁଜ ବାଣର ବ୍ୟବହାର କରି ପ୍ରଦୂଷଣ ହ୍ରାସ କରିବାକୁ କହିଛନ୍

ଜମ୍ମୁ-କାଶ୍ମୀର: ଦୁଇ ଦିନରେ ୫ ଆତଙ୍କୀ ସଫା, ୩ ଯବାନ ମଧ୍ୟ ସହିଦ

କାଶ୍ମୀର, ଅକ୍ଟୋବର ୨୨(ଖବର ଓଡିଶା): ଗତକାଲି ସେନା ପକ୍ଷରୁ କାଶ୍ମୀରରେ ଚାଲିଥିବା ଅପରେସନରେ ୫ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ଏହା ସହ ତିନିଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଆହୁରି ମଧ୍ୟ ୧୦ରୁ ଅଧିକ ସାଧାରଣ ନାଗରିକ ଆହତ ହୋଇଛନ୍ତି । ସେହିପରି ଦକ୍ଷିଣ କାଶ୍ମୀରର ରାଜୋରୀ ଜିଲ୍ଲାରେ କେତେକ ଆତଙ୍କୀ ଏଲଓସି ପାର କରୁଥିବା ସମୟରେ ସେନା ଅନୁପ୍ରବେଶକୁ ପଣ୍ଡ କ

ଚୀନରୁ ଆସିବ ଜଳ ପ୍ରଳୟ: ଆସାମ, ଅରୁଣାଚଳ ପ୍ରଦେଶରେ ଆଲର୍ଟ ଜାରି

ନୂଆଦିଲ୍ଲୀ, ଅକ୍ଟୋବର୨୦(ଖବର ଓଡ଼ିଶା): ଚୀନରେ ଭୂସ୍ଖଳନ ଯୋଗୁଁ ୟାର୍ଲଙ୍ଗ ସାଙ୍ଗପୋ ନଦୀର ମୁଖ୍ୟଧାରାର ଜଳପ୍ରବାହ ଅବରୋଧ ହୋଇଛି। ଏହି କାରଣରୁ ସେଠାରେ ନିର୍ମିତ ଏକ କୃତ୍ରିମ ହ୍ରଦ ଅରୁଣାଚଳ ପ୍ରଦେଶ ଓ ଆସାମ ପାଇଁ ବହୁତ ବଡ଼ ବିପଦ ସୃଷ୍ଟି କରିଛି। ଆସାମ ଓ ଅରୁଣାଚଳ ପ୍ରଦେଶରେ ବନ୍ୟାକୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ଜରୁରୀକାଳୀନ ସେବା ପ

ଝାଡ଼ଖଣ୍ଡରେ ରେଳଧାରଣା ଉଡ଼ାଇଲେ ନକ୍ସଲ, ଦିଲ୍ଲୀ-ହାଓଡା ଲାଇନରେ କିଛି ସମୟ ଯାତାୟତ ପ୍ରଭାବିତ

ନୂଆଦିଲ୍ଲୀ, ଅକ୍ଟୋବର ୧୬ (ଖବର ଓଡ଼ିଶା): ଝାଡ଼ଖଣ୍ଡରେ ନକ୍ସଲମାନେ ସୋମବାର ରାତି ୧୦ଟା ୪୪ରେ ଧନବାଦ-ଗୟା ରେଳଲାଇନରେ ଚୌଧୁରୀବାଘ ଓ ଚିଙ୍ଗଡୋ ରେଳଷ୍ଟେସନ ମଧ୍ୟରେ ରେଳଧାରଣା ବିସ୍ପୋରଣ କରିଛନ୍ତି । ଏହା ଦ୍ୱାରା ଦିଲ୍ଲୀ-ଗୟା-ହାଓଡା ରେଳଲାଇନରେ ଟ୍ରେନ ଚଳାଚଳ କିଛି ସମୟ ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା । ଏହି ଘଟଣାରେ କିଛି କ୍ଷୟକ୍ଷତି ହୋଇନଥିବା ବିଶ୍ୱସ୍ତ ସୂତ୍

ତିତଲି ଦରଦ: ପାହାଡ ଧସି ତିନି ଗୁରୁତର, ସେପଟେ କାନ୍ଥ ପଡି ଜଣେ ମୃତ

ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡିଶା) : ତିତିଲି ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ ହୋଇଥିବାବେଳେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏପରି କି କିଛି ସ୍ଥାନରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆଠଗଡ ତିଗିରିଆ ବିଷ୍ମୁପୁର ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗତକାଲି ମଧ୍ୟରାତ୍ରିର

ଭୁବନେଶ୍ୱରରେ ହେବ ୬୦ଟି ସଂକ୍ରମଣ ଶୂନ୍ୟ ଅଟୋମେଟିକ ଇ-ଟଏଲେଟ

ଭୁବନେଶ୍ୱର, ସେପ୍ଟେମ୍ବର ୦୫(ଖବର ଓଡ଼ିଶା) : ସ୍ୱାସ୍ଥ୍ୟସେବା ଓ ପରିମଳ କ୍ଷେତ୍ରରେ ସ୍ମାର୍ଟ ସିଟିର ମାନବୃଦ୍ଧି କରିବା ଆଭିମୁଖ୍ୟ ନେଇ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ଡ଼ଷ୍ଟବିନ୍ ବ୍ୟବସ୍ଥା ପ୍ରଚଳନ ହେବା ସାଙ୍ଗକୁ ୬୦ଟି ଆଧୁନିକ ପାଇଖାନା ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି । ସହରର ୩୦ ସ୍ଥାନରେ ନିର୍ମାଣ ହେବାକୁ ଥିବା ମୋଟ ୬୦ଟ

ବଦଳିବ ପରିମଳ ବ୍ୟବସ୍ଥା, ରାଜଧାନୀର ୨୫ ସ୍ଥାନରେ ଲାଗିବ ୫୦ ଅଣ୍ଡର ଗ୍ରାଉଣ୍ଡ ଡ଼ଷ୍ଟବିନ୍

ଭୁବନେଶ୍ୱର, ସେପ୍ଟେମ୍ବର ୦୪(ଖବର ଓଡ଼ିଶା) : ରାସ୍ତା ଉପରେ ରହିଥିବା ଡ଼ଷ୍ଟବିନ୍ ଗୁଡ଼ିକ ସ୍ଥାନ ମାଡ଼ି ବସୁଛି । ପୁଣି ସହରର ସୌନ୍ଦର୍ଯ୍ୟ ପ୍ରତି ବାଧକ ହେଉଛି । ଆଇଁଷିଆ ଆମ୍ବିଳି ଗନ୍ଧରେ ଫାଟି ପଡ଼ୁଛି ନାକ । ଏଭଳି କିଛି ସମସ୍ୟାକୁ ନେଇ ବିଏମସି ବୈଠକରେ ଆଲୋଚନା ହେବା ପରେ ଏବେ ସମାଧାନ ପାଇଁ ରାସ୍ତା ଫିଟିଛି । ୫୦ଟି ଅଣ୍ଡର ଗ୍ରାଉଣ୍ଡ ଓ ସେମି ଅଣ୍ଡର ଗ୍ରାଉଣ୍ଡ

ଆଜିଠାରୁ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଶୁଭାରମ୍ଭ, ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦଘାଟନ

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୧ (ଖବର ଓଡ଼ିଶା): ଦେଶରେ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ୨୦୧୮ ସେପ୍ଟେମ୍ବର ୧ ଅର୍ଥାତ ଶନିବାର ଠାରୁ ଶୁଭାରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଉଦଘାଟନ କରିବେ । ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(ଆଇପିପିବି) ଶୁଭାରମ୍ଭ ହେବା ପରେ ଆପଣଙ୍କ ନିକଟରେ ଡିଜିଟାଲ ବ୍ୟାଙ୍କିଙ୍ଗ ସୁ

ଶିଘ୍ର ବନ୍ଦ ହୋଇଯିବ କୋଟିଏରୁ ଅଧିକ ଏସବିଆଇ ଏଟିଏମ୍ କାର୍ଡ଼, ଜାଣନ୍ତୁ କାରଣ

ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକମାନଙ୍କୁ ଖୁବ ଶିଘ୍ର ସେମାନଙ୍କର ଏଟିଏମ କାର୍ଡ଼ ବଦଳାଇବାକୁ ପଡ଼ିବ । ଏସବିଆଇ ନିଜର ଟୁଇଟରରେ ଏ ସଂପର୍କରେ ସୂଚନା ପ୍ରଦାନ କରିଛି । ଏସବିଆଇର କହିବା କଥା ଯେଉଁ ଗ୍ରାହକମାନଙ୍କ ନିକଟରେ ପୁରୁଣା ମେଜିଷ୍ଟ୍ରିପ୍ ଡ଼େବିଟ୍ କାର୍ଡ଼ ରହିଛି ତାହାକୁ ଯଥା ଶିଘ୍ର ବଦଳାଇବାକୁ ପଡ଼ିବ । ଏସବିଆଇ ସୂଚନା ଅନୁଯାୟୀ ପୁରୁଣା କାର୍ଡ଼କୁ ବଦଳାଇବା ପ

ଆଦିବାସୀଙ୍କ ନିଜର କିଏ ? ବିଜେଡି ସମାବେଶକୁ କାଉଂଟର କରିବ ବିଜେପି, ରାଜଧାନୀ ସମେତ ଜିଲ୍ଲାରେ କରିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଅଗଷ୍ଟ ୮ (ଖବର ଓଡିଶା): ଆଦିବାସୀଙ୍କ ନିଜର କିଏ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗୀତା । ୨୦୧୯ରେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିଜେଡି ପକ୍ଷରୁ ରାଜଧାନୀରେ କରାଯିବ ସମାବେଶ । ସେପଟେ ବିଜେଡିର ସମାବେଶକୁ କାଉଣ୍ଟର କରିବା ପାଇଁ ବିଜେପି

ଶିକ୍ଷକ ଥିଲେ, ବ୍ୟବସାୟ ଆରମ୍ଭ କରିଥିଲେ, ଏବେ ତାଙ୍କ ପୁଅ ଗୋଟିଏ ଦିନରେ କମାଇଲେ ୩୫୦୦ କୋଟି ଟଙ୍କା

ଏଭଳି ଏକ ଶିରୋନାମା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି କିମ୍ବା ଅବିଶ୍ୱାସ ମଧ୍ୟ କରିପାରନ୍ତି, କିନ୍ତୁ ଏହା ହିଁ ସତ୍ୟ । ବ୍ୟବସାୟ ଆରମ୍ଭ କରିଥିବା ଜଣେ ଶିକ୍ଷକଙ୍କ ପୁଅ ଏବେ ଗୋଟିଏ ଦିନର ବ୍ୟବସାୟରୁ ୩୫୦୦ କୋଟି ଟଙ୍କା ରୋଜଗାର କରିପାରିଛନ୍ତି । କିମତ ରାୟ ଗୁପ୍ତା ଜଣେ ଶିକ୍ଷକ ଥିଲେ । ଚାକିରୀ ଛାଡ଼ି ଆରମ୍ଭ କରିଥିଲେ ହେଭେଲ୍ସ ନାମକ ଏକ କମ୍ପାନୀ । କମ୍ପ

ରିଲାଏନ୍ସ ଜିଓର ନୂତନ ଜିଓ ଡିଜିଟାଲ ପ୍ୟାକ୍, ପ୍ରତିଦିନ ମିଳିବ ୨ଜିବି ଡାଟା

ରିଲାଏନ୍ସ ଜିଓ ୨୦୧୬ରେ ଭାରତୀୟ ଟେଲିକମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲା। ନିଜର ବହୁତ ଶସ୍ତା ପ୍ଲାନ ଜରିଆରେ ଜିଓ ଟେଲିକମ ସେକ୍ଟରେ ଧମାଲ ମଚାଇ ଚାଲିଲା। ଜିଓର ଆଗମନ ପରେ ଟେଲିକମ କମ୍ପାନୀ ମଧ୍ୟରେ ପ୍ରାଇସ ଓ୍ଵାର ଆରମ୍ଭ ହୋଇ ଯାଇଛି। ଜିଓ ଏବେ ନୂତନ ପ୍ଲାନ ଗ୍ରାହକଙ୍କ ପାଇଁ ନେଇ ଆସିଛି। ନୂତନ ପ୍ଲାନ ଅନୁସାରେ ଏହା ପୂର୍ବରୁ କରାଯାଇଥିବା ରିଚାର୍ଜ ପ୍

ଫେସବୁକ କରୁଛି ନୂଆ ଫିଚର୍ ଟେଷ୍ଟି, ମେସେଞ୍ଜରରେ ଜାଣି ହେବ ଅଜଣା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତଥ୍ୟ

ସାମାଜିକ ଗଣମାଧ୍ୟମରେ ଫେକ୍ ନ୍ୟୁଜ୍ ଏବଂ ଗୁଜବ ପ୍ରସାର କରୁଥିବା ଖବର ଏବଂ ଲିଙ୍କ୍ କୁ ରୋକିବ ଫେସବୁକ । କମ୍ପାନୀ ଏହା ଉପରେ କାମ ଆରମ୍ଭ କରିଦେଇଛି । ପୂର୍ବରୁ ଫେସବୁକ ହ୍ୱାଟସଆପ୍ ପାଇଁ ଫରୱାର୍ଡ୍ ମେସେଜ ଫିଚର ଉପଲବ୍ଧ କରିଥିଲାବେଳେ ବର୍ତମାନ ଏକ ନୂଆ ଫିଚରକୁ ପରୀକ୍ଷା କରୁଛି । ପରୀକ୍ଷା ପରେ ଫେସବୁକ୍ ମେସେଞ୍ଜରରେ ନକଲି ଲିଙ୍କସକୁ ସହଜରେ ଜାଣିହେବ ବୋଲି କମ

ମୁକେଶ ଅମ୍ବାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ପଛରେ ରହିଗଲେ ଆଲିବାବା ପ୍ରତିଷ୍ଠାତା

ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ଆଲିବାବାର ପ୍ରତିଷ୍ଠାତା ଜେକ୍ ମାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ବ୍ଲୁମବର୍ଗ୍ ବିଲିୟନ୍ସର ତାଲିକାନୁସାରେ, ଗତକାଲି ରିଲିଆନ୍ସ୍ ଇଣ୍ଡଷ୍ଟିଜର ମୋଟ୍ ସମ୍ପତି ୪୪.୩ ଆରବ ଡଲାର ରହିଥିବା ବେଳେ ଜାକ୍ ମାଙ୍କ ସମ୍ପତି ଥିଲା ୪୪ ଆରବ

ଫେସବୁକରେ ହେବ ବଡ ପରିବର୍ତନ, ନୋଟିଫିକେସନରେ ଜାଣିହେବ ବ୍ରେକିଂ ନ୍ୟୁଜ

ଦୁନିଆର ସର୍ବବୃହତ ସାମାଜିକ ଗଣମାଧ୍ୟମ ଫେସବୁକ ନିଜର କିଛି ଫିଚରରେ ଏକ ବଡ ଧରଣର ପରିବର୍ତନ କରିବାକୁ ଯାଉଛି । ଆଗାମୀ ସପ୍ତାହରେ କମ୍ପାନୀ ଟ୍ରେଡିଂ ଫିଚର ହଟାଇବା ପାଇଁ ଯୋଜନା କରୁଥିବା କହିଛି । ଏହି ଫିଚର ୨୦୧୪ ମସିହାରେ ଲଂଚ୍ ହୋଇଥିଲା ଯାହା ପ୍ରୋଫାଇଲର ଡାହାଣ ପାଶ୍ୱର୍ରେ ଦୃଶ୍ୟମାନ ହୁଏ । ଏହି ଫିଚର କେବଳ ୫ଟି ଦେଶରେ ଉପଲବ୍ଧ ହୋଇଥିବା ବେଳେ ଏଥିରେ ପାଖା

ଦୁନିଆର ସବୁଠୁ ଦ୍ଵିତୀୟ ବଡ ମୋବାଇଲ ଉତ୍ପାଦନକାରୀ ଦେଶ ହେଲା ଭାରତ

ଚୀନ ପରେ ଭାରତ ଏବେ ଦୁନିଆର ସବୁଠୁ ବଡ଼ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି। ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଆଧାରରେ ଇଣ୍ଡିଆନ ସେଲୁଲାର ଆସୋସିଏସନ(ଆଇସିଏ) ଦ୍ଵାରା ଜାରି ସୂଚନା ଅନୁସାରେ ଭାରତ ହ୍ୟାଣ୍ଡସେଟ୍ ଉତ୍ପାଦନ ମାମଲାରେ ଭିଏତନାମକୁ ପଛରେ ପକାଇ ଦେଇ

ସରକାର ଭୀମ ଆପ୍ ୟୁଜର୍ସଙ୍କୁ ଦେଲେ ବଡ଼ ଉପହାର, ଏବେ ୭୫୦ ଟଙ୍କା ପର୍ଯ୍ୟନ୍ତ ମିଳିବ କ୍ୟାସବ୍ୟାକ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମ୍ବେଦକର ଜୟନ୍ତୀ ଅବସରରେ ଭିମ ଆପକୁ ପ୍ରୋତ୍ସାହନ ଦେବା ପାଇଁ କ୍ୟାସବ୍ୟାକ ଅଫର ଆରମ୍ଭ କରିଛନ୍ତି। ନୂତନ ୟୁଜର୍ସଙ୍କୁ ଏବେ ପୂର୍ବର ଟ୍ରାନଜେକ୍ସନ ଉପରେ ୫୧ ଟଙ୍କାର କ୍ୟାସବ୍ୟାକ ମିଳିବ। ଖାସ୍ କଥା ଏହା ଯେ ଟ୍ରାନଜେକ୍ସନ ସର୍ବନିମ୍ନ କେତେ ଟଙ୍କାର କଲେ କ୍ୟାସବ୍ୟାକ ମିଳିବ ତାହା ସ୍ଥିର କରାଯାଇ ନାହିଁ। ଏହାର ଅର୍

ମୋବାଇଲ କମ୍ପାନୀ ଦେବେ ନିୟମିତ ସୁରକ୍ଷା ଅପଡେଟ୍, ଗୁଗୁଲ ଜାରି କରିପାରେ ନିୟମ

ତମାମ ମୋବାଇଲ କମ୍ପାନୀଙ୍କ ମନମୁଖୀ କାର୍ୟ୍ୟକଳାପରେ ଅଙ୍କୁଶ ଲାଗିପାରେ । ବର୍ତମାନ ଅନେକ ମୋବାଇଲ କମ୍ପାନୀ ସ୍ମାର୍ଟଫୋନ୍ ଲଂଚ କରି ଚାଲୁଛନ୍ତି କିନ୍ତୁ ସୁରକ୍ଷା ସମ୍ବନ୍ଧୀୟ ଅପଡେଟ୍ ଜାରି କରୁନାହାନ୍ତି । ଏହି କ୍ଷେତ୍ରରେ ଗୁଗୁଲ ଏପରି କମ୍ପାନୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛି । ଯାହାଫଳରେ କମ୍ପାନୀ ମାନେ ନିୟମିତ ଭାବେ ସୁରକ୍ଷା ଅପଡେଟ୍ ଜାରି କରିବେ ।
1 2
Page 1 of 2