ରାଫେଲ ଚୁକ୍ତିକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ, ନଭେମ୍ବର ୧୪ : କେନ୍ଦ୍ର ସରକାର ବାୟୁସେନା ପାଇଁ ୩୬ଟି ରାଫେଲ ବିମାନ ଚୁକ୍ତିର ମୂଲ୍ୟ ସମ୍ବନ୍ଧରେ ଯେଉଁ ବନ୍ଦ ଲଫାପା ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି, ଆଜି ନ୍ୟାୟାଳୟ ସେହି ଲଫାପାକୁ ଯାଂଚ କରିବେ । ପ୍ରଧାନ ବିଚାରପତି ରଂଜନ ଗୋଗାଇ, ନ୍ୟାୟମୂର୍ତି ଏସକେ କୋଲ ଏବଂ ନ୍ୟାୟମୂର୍ତି ଏମ ଜୋସେଫଙ୍କୁ ନେଇ ଗଠିତ ପୀଠ ଆଜି ଏହାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୧୦ ଦିନ ମଧ୍ୟରେ ରାଫେଲ ମୂଲ୍ୟ ସମ୍ପର୍କରେ ତଥ୍ୟ ଦିଅ

ନୂଆଦିଲ୍ଲୀ, ଅକ୍ଟୋବର ୩୧:ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ବନ୍ଦ ଲଫାପାରେ ରାଫେଲ ବିମାନର ମୂଲ୍ୟ ଏବଂ ଦାମ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ୧୦ ଦିନ ମଧ୍ୟରେ କେନ୍ଦ୍ର ସରକାର ଏହାକୁ ପ୍ରଦାନ କରିବା ପାଇଁ ମାନ୍ୟବର କୋର୍ଟ କହିଛନ୍ତି । ଏହା ସହ କୋର୍ଟ କହିଛନ୍ତି ଯେ ରାଫେଲ ବିମାନ ସମ୍ଭନ୍ଧରେ ସେହି ସବୁ ତଥ୍ୟ ପ୍ରଦାନ କରାଯାଉ ଯାହା ସାର୍ବଜନିକ ହୋଇପାରିବ

ଆଜି ରାଜ୍ୟସ୍ତରୀୟ ଆଇନ ସାକ୍ଷରତା ଉତ୍ସବ, ଜନସାଧାରଣଙ୍କ ମନରେ ସୃଷ୍ଟି କରାଯାଏ ସଚେତନତା

କଟକ, ଅକ୍ଟୋବର ୨୭(ଖବର ଓଡିଶା): ଓଡିଶା ଜୁଡିସିଆଲ ଏକାଡେମୀରେ ଆଜି ପାଲିତ ହେବ ରାଜ୍ୟସ୍ତରୀୟ ଆଇନ ସାକ୍ଷରତା ଉତ୍ସବ । ରାଜ୍ୟ ଆଇନ ସେବା ପ୍ରାଧିକରଣ ଏହି ଉତ୍ସବ ପାଇଁ ସମସ୍ତ ଆୟୋଜନ କରିଥିବାବେଳେ ରାଜାସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ଆଜିର ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ . ଏସ . ଜାଭେରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ଅକ୍ଟୋବର ୧୫ (ଖବର ଓଡ଼ିଶା): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟ ସରକାର ଦେଇଛନ୍ତି ଦଶହରା ଭେଟି । ସରକାରୀ କର୍ମୀଚାରୀ ଓ ପେନ୍‌ସନ୍‌ ଭୋଗୀଙ୍କର ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଫଳରେ କର୍ମୀଚାରୀମାନେ ୯ ପ୍ରତିଶତ ମହାଙ୍ଗ ଭତ୍ତା ପାଇବେ । ଏହା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ: ଟିଭି ଚେନାଲରେ ବ୍ୟବହାର ନହେଉ ‘ଦଳିତ’ ଶବ୍ଦ

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪ (ଖବର ଓଡ଼ିଶା): ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ପରାମର୍ଶ ଜାରି କରି ଦିଆଯାଇଛି, ଯେଉଁଥିରେ କି ସମସ୍ତ ଘରୋଇ ଟିଭି ଚେନାଲକୁ ‘ଦଳିତ’ ଶବ୍ଦ ବ୍ୟବହାର ନ କରିବା ପାଇଁ କୁହାଯାଇଛି । ବମ୍ବେ ହାଇକୋର୍ଟର ଏକ ରାୟ ଉପରେ ମନ୍ତ୍ରାଳୟ କହିଛି, ଅନୁସୂଚିତ ଜାତି ସହିତ ଜଡ଼ିତ ଲୋକଙ୍କ ପାଇଁ ‘ଦଳିତ’ ବ୍ୟବହ

ପୋଖରୀପୁଟ ଓଭରବ୍ରିଜରେ ବିଦ୍ୟୁତ୍ ଆଘାତରେ ମୃତ ଯୁବକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର,୨୩ ଅଗଷ୍ଟ (ଖବର ଓଡ଼ିଶା): ଆଜି ଉଦଘାଟିତ ପୋଖରୀପୁଟ ଓଭରବ୍ରିଜରେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ସେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପୋଖରୀପୁଟଠାରେ ନିର୍ମିତ ଓ

ଆଦିବାସୀଙ୍କ ନିଜର କିଏ ? ବିଜେଡି ସମାବେଶକୁ କାଉଂଟର କରିବ ବିଜେପି, ରାଜଧାନୀ ସମେତ ଜିଲ୍ଲାରେ କରିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଅଗଷ୍ଟ ୮ (ଖବର ଓଡିଶା): ଆଦିବାସୀଙ୍କ ନିଜର କିଏ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗୀତା । ୨୦୧୯ରେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିଜେଡି ପକ୍ଷରୁ ରାଜଧାନୀରେ କରାଯିବ ସମାବେଶ । ସେପଟେ ବିଜେଡିର ସମାବେଶକୁ କାଉଣ୍ଟର କରିବା ପାଇଁ ବିଜେପି

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ବିଜେଡ଼ି ନେବ ଆଜି ନିଷ୍ପତ୍ତି

ଭୁବନେଶ୍ୱର, ଅଗଷ୍ଟ ୦୮(ଖବର ଓଡ଼ିଶା) : ଆସନ୍ତାକାଲି ଗୁରୁବାର ହେବାକୁ ଯାଉଛି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଉଭୟ ଏନଡ଼ିଏ ଏବଂ ବିରୋଧି ଏହାକୁ ନିଜ ସପକ୍ଷରେ ନେବା ପାଇଁ ଶକ୍ତି ଠୁଳ କରିବାରେ ଲାଗିଛନ୍ତି । ଏହି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ କ’ଣ ରହିବ ସେ ସଂପର୍କରେ ଦଳ ଆଜି ନିଷ୍ପତ୍ତି ନେବ । ତେବେ ଜେଡ଼ିୟୁ ସାଂସଦ ତଥା ବରିଷ୍ଠ ସାମ

ମୁମ୍ବାଇରେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ନବୀନ, ମେକ୍ ଇନ୍ ଓଡିଶାକୁ ଗୁରୁତ୍ୱ

ଭୁବନେଶ୍ୱର, ଅଗଷ୍ଟ ୮(ଖବର ଓଡିଶା): ନଭେମ୍ବରରେ ହେବାକୁ ଥିବା ‘ମେକ ଇନ ଓଡିଶା ’କନକ୍ଲେଭ ପାଇଁ ପୁଂଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମ୍ବେ ଗସ୍ତ କରିଥିବାବେଳେ ଆଜି ସକାଳ ସାଢେ ୧୦ଟାରୁ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। ଆଲୋଚନା ପରେ ଆଗାମୀ

ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ହେଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ , ଅଗଷ୍ଟ ୪ (ଖବର ଓଡିଶା): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଜାଭେରୀ ବର୍ତମାନ ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବରେ କାର୍ଯ୍ୟ କରୁଛନ୍ତି । ଜଷ୍ଟିସ ବିନୀତ ଶରଣଙ୍କ ସ୍

ସରକାର ଭୀମ ଆପ୍ ୟୁଜର୍ସଙ୍କୁ ଦେଲେ ବଡ଼ ଉପହାର, ଏବେ ୭୫୦ ଟଙ୍କା ପର୍ଯ୍ୟନ୍ତ ମିଳିବ କ୍ୟାସବ୍ୟାକ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମ୍ବେଦକର ଜୟନ୍ତୀ ଅବସରରେ ଭିମ ଆପକୁ ପ୍ରୋତ୍ସାହନ ଦେବା ପାଇଁ କ୍ୟାସବ୍ୟାକ ଅଫର ଆରମ୍ଭ କରିଛନ୍ତି। ନୂତନ ୟୁଜର୍ସଙ୍କୁ ଏବେ ପୂର୍ବର ଟ୍ରାନଜେକ୍ସନ ଉପରେ ୫୧ ଟଙ୍କାର କ୍ୟାସବ୍ୟାକ ମିଳିବ। ଖାସ୍ କଥା ଏହା ଯେ ଟ୍ରାନଜେକ୍ସନ ସର୍ବନିମ୍ନ କେତେ ଟଙ୍କାର କଲେ କ୍ୟାସବ୍ୟାକ ମିଳିବ ତାହା ସ୍ଥିର କରାଯାଇ ନାହିଁ। ଏହାର ଅର୍

ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ତଲବ କଲେ ସଂସଦୀୟ ସମିତି, ବ୍ୟାଙ୍କ ଦୁର୍ନୀତିକୁ ନେଇ ହେବ ପ୍ରଶ୍ନ

କ୍ରମାଗତ ଘଟୁଥିବା ବ୍ୟାଙ୍କ ଦୁର୍ନୀତିରେ ଦେଶର ଅର୍ଥ ଜଗତ ପ୍ରଭାବିତ ହୋଇଛି। ରାଜନୈତିକ ସ୍ତରରେ ବିରୋଧୀ ଦଳ ସରକାରକୁ ଏହି ପ୍ରସଙ୍ଗରେ କ୍ରମାଗତ ଘେରୁଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଆରମ୍ଭ ହୋଇଥିବା ବ୍ୟାଙ୍କ ଦୁର୍ନୀତିର କାୟା ଏବେ ପ୍ରାୟ ୧୨ଟି ବ୍ୟାଙ୍କକୁ ବ୍ୟାପିଛି। ବିତ୍ତୀୟ ମାମଲା ଉପରେ ସଂସଦର ସ୍ଥାୟୀ ସମିତି ଗତ କିଛି ମାସରେ ଗୋଟିଏ ପରେ ଗେ

ଲଂଚ୍ ହେବ ନୋକିଆ ଏକ୍ସ, ରହିଛି ୧୦ଜିବି ରାମ୍

ଏଚଏମଡି ଗ୍ଲୋବାଲ ବହୁତ ଶୀଘ୍ର ଏକ ନୂଆ ସ୍ମାର୍ଟଫୋନ ଲଂଚ କରିବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହି ସ୍ମାର୍ଟଫୋନ ନୋକିଆ- ୧୦ ହେବା ନେଇ ସୂଚନା ମିଳିଛି । ଏହା ଦେଖିବାକୁ ଆଇଫୋନ ୧୦ ଭଳି ହୋଇଥିବା ଶୁଣିବାକୁ ମିଳୁଛି । ନୋକିଆ ପ୍ରଥମ କମ୍ପାନୀ ନୁହେଁ ଯିଏ ଆଇଫୋନର ନକଲ କରୁଛି । ଆଗରୁ ଏପରି ଅନେକ ସ୍ମାର୍ଟଫୋନ ନିର୍ମାତା ଆଇଫୋନ ମଡେଲର ଫୋନ ନିର୍ମାଣ କରି

କ୍ୟାସଲେସ୍ ନେଣଦେଣ ଉପରେ ରିହାତି ଦେବେ କେନ୍ଦ୍ର ସରକାର

ମୋଦୀ ସରକାର ଲଗାତାର କ୍ୟାସଲେସ ନେମଦେଣ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ଉପରେ ଫୋକସ କରୁଛନ୍ତି । ଏଥିପାଇଁ ସାଧାରଣ ଜନତାଙ୍କୁ ଅନେକ ସ୍ଥାନରେ ରିହାତି ମଧ୍ୟ ମିଳୁଛି । ବର୍ତମାନ ସରକାର ଏହି ରିହାତିକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏହି କାରବାର ଉପରେ ଲାଗୁଥିବା ଜିଏସଟି କର କମ୍ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ମେ ମାସ ୪ ତାରିଖରେ ଜିଏସଟି ପର