ଆପଲ କମ୍ପାନୀ ନିଜର ବିକାଶ କେନ୍ଦ୍ରରେ ୫୦୦୦ ଯୁବକ-ଯୁବତୀଙ୍କୁ ଦେବ ନିଯୁକ୍ତି!

ନୂଆଦିଲ୍ଲୀ, ଅଗଷ୍ଟ ୨୩ (ଖବର ଓଡ଼ିଶା): ଆପଲ କମ୍ପାନୀ ଭାରତର ଯୁବକ-ଯୁବତୀଙ୍କ ପାଇଁ ବମ୍ପର ଅଫର ଆଣିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଆପଲ କାର୍ଯ୍ୟାଳୟରେ ଦେଶର ଯୁବ ବର୍ଗଙ୍କୁ ଏହି ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି। କମ୍ପାନୀ ନିଜର ବିକାଶ କେନ୍ଦ୍ରରେ ୩୫୦୦ ଯୁବକ-ଯୁବତୀଙ୍କୁ ଏହି ନିଯୁକ୍ତି ଦେଇଛି। ତେଲେଙ୍ଗାନା ସରକାରଙ୍କ ଜଣେ ବରିଷ୍ଠ ଅଧି

ପାୱାରବ୍ୟାଙ୍କ କିଣିବା ପୂର୍ବରୁ ଏଗୁଡ଼ିକ ଉପରେ ଦୃଷ୍ଟି ଦିଅନ୍ତୁ ନହେଲେ ପସ୍ତାଇବେ

ବେଳେ ବେଳେ ଆମ ସ୍ମାର୍ଟଫୋନର ବ୍ୟାଟେରି ସରିଯାଏ । ଯାତ୍ରାକାଳୀନ ସ୍ଥିତିରେ ଟ୍ୟାବ୍ ଓ ମୋବାଇଲରୁ ଚାର୍ଯ୍ୟ ସରିଗଲେ ସମସ୍ୟା ସୃଷ୍ଟି ହୁଏ । ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ପାୱାରବ୍ୟାଙ୍କର ବ୍ୟବହାର କରାଯାଇଥାଏ । ଏଣୁ ପାୱାରବ୍ୟାଙ୍କ ଭଲ ହୋଇଥିବା ଆବଶ୍ୟକ । ପାୱାରବ୍ୟାଙ୍କ କିଣିବା ପୂର୍ବରୁ ନିମ୍ନୋକ୍ତ ପ୍ରସଙ୍ଗ ଗୁଡ଼ିକ ଉପରେ ଅବଶ୍ୟ ନଜର ରଖନ୍ତୁ ।

ସାମସଙ୍ଗ ସେଲ, ସ୍ମାର୍ଟ ଫୋନ ଉପରେ ମିଳୁଛି ଏହି ଅଫର

ଆମାଜନରେ ଆଜି ଅର୍ଥାତ ଜୁଲାଇ ୨୫ରେ ସାମସଙ୍ଗ ଡ଼େଜ୍ ସେଲ୍ ଆରମ୍ଭ ହୋଇଯାଇଛି । ଏଥିରେ ସାମସଙ୍ଗ ସ୍ମାର୍ଟଫୋନ ଉପରେ ୧୦,୭୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଅଫର ରହିଛି । ୭ଦିନ ପାଇଁ ଚାଲିଥିବା ଏହି ବିକ୍ରୀରେ ସାମସଙ୍ଗର ବିଭିନ୍ନ ଉତ୍ପାଦ ଉପରେ ଅଫର ରହିଛି । ୧୪୯୯୦ ଟଙ୍କା ମୂଲ୍ୟ ଥିବା ଗାଲାକ୍ସି ଅନ୍ ୭ ପ୍ରାଇମକୁ ୧୧,୯୯୦ ଟଙ୍କାରେ କମ୍ପାନୀ ବିକ୍ରୀ କରୁଛି । ସେହି

ହ୍ୱାଟସଆପକୁ ଟକ୍କର ଦେବା ପାଇଁ ଆସିଲା ପତଞ୍ଜଳି କିମ୍ଭୋ

ଯୋଗଗୁରୁ ବାବ ରାମଦେବ ଟେଲିକମ୍ ଏବଂ ସୋସିଆଲ୍ ମିଡିଆ ସେକ୍ଟରରେ ଧମାଲ ମଚାଇବା ପାଇଁ ମନ ବଳାଇଛନ୍ତି । ବାବାଙ୍କ କମ୍ପାନୀ ପତଞ୍ଜଳି ମଙ୍ଗଳବାର ବିଏସଏନଏଲ ସହ ମିଶି ସିମ୍ କାର୍ଡ୍ ଲଂଚ୍ କରିଥିଲା । ପରେ ପତଞ୍ଜଳି କମ୍ୟୁନିକେସନ ବର୍ତମାନ ମେସେଜିଂ ଆପ୍ କିମ୍ଭୋ ଲଂଚ୍ କରିଛି । ପତଞ୍ଜଳି କିମ୍ଭୋ ସିଧାସଳଖ ଭାବେ ହ୍ୱାଟସଆପ ସହ ଟକ୍କର ଦେବ ବୋଲି କମ୍ପାନୀ କହିଛ

ମାତ୍ର ୯୯୦ ଟଙ୍କାରେ ଘରକୁ ଆଣନ୍ତୁ ସାମସଙ୍ଗ୍ ଗାଲେକ୍ସି ଜେ୬, ଫ୍ଲିପକାର୍ଟ୍ ଦେଉଛି ଅଫର

ସାମସଙ୍ଗ ନିକଟରେ ଭାରତରେ ଗାଲେକ୍ସି ସିରିଜର ଜେ୬, ଜେ୮, ଏ୬ ଏବଂ ଏ୬ପ୍ଲସ୍ ସ୍ମାର୍ଟଫୋନ୍ ଲଂଚ୍ କରିଛି । ଏହା ମଧ୍ୟରୁ ଗାଲେକ୍ସି ଜେ୬ ସ୍ମାର୍ଟଫୋନ୍ ଗ୍ରାହକଙ୍କ ଦ୍ୱାରା ବେଶି ଆଦୃତ ଲାଭ କରିପାରିଛି । ଯାହାର ଦାମ୍ ରହିଛି ୧୩,୯୯୦ ଟଙ୍କା । ଏହି ସ୍ମାର୍ଟଫୋନକୁ ବିକ୍ରି କରିବା ପାଇଁ ଫ୍ଲିପକାର୍ଟ୍ ଗ୍ରାହକଙ୍କୁ ନୂଆ ଅଫର ଦେଇଛି । ଯେଉଁଥିରେ ଗ୍ରାହକ ମାତ୍ର ୯୯୦ଟ

ସାମସଙ୍ଗର-ଏହି-ଫୋନ୍-ଉପରେ-ଜିଓ-ଦେଉଛି-କ୍ୟାସବ୍ୟାକ୍-ଏବଂ-ଅତିରିକ୍ତ-ଡାଟା

ରିଲାଏନ୍ସ ଜିଓ ନିଜର ନୂଆ ପାର୍ଟନର୍ ସାମସଙ୍ଗ ସହ ଚୁକ୍ତି ସ୍ୱାକ୍ଷରିତ କରିଛି । ଚୁକ୍ତି ମୁତାବକ ଏହି ଦୁଇ କମ୍ପାନୀ ମିଳିତ ଭାବେ ଗ୍ରାହକଙ୍କ ପାଇଁ ନୂଆ ଅଫର୍ ଲଂଚ୍ କରିଛନ୍ତି । ଏହି ଅଫରରେ ଗ୍ରାହକ ସାମସଙ୍ଗ ଜେ୨ କିମ୍ବା ଜେ୭-ଡୁଓ କିଣିବା ପରେ ତାଙ୍କୁ ୨,୭୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହା ସହ ଗ୍ରାହକଙ୍କୁ ଅନଲିମିଟେଡ୍ ଡାଟା ମଧ୍ୟ ମିଳିବ । ଜିଓ କ୍

ପେଟିଏମ ନେଇ ଆସିଛି ସ୍ମାର୍ଟଫୋନର ଆକର୍ଷଣୀୟ ଅଫର

ଯଦି ଆପଣ ସ୍ମାର୍ଟ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଆମେ ଆପଣଙ୍କୁ ପେଟିଏମ ମଲ୍ ରେ ମିଳୁଥିବା କିଛି ସ୍ମାର୍ଟଫୋନ ବିଷୟରେ କହୁଛୁ ଯାହା ଆପଣଙ୍କୁ ଡିସ୍କାଉଂଟରେ ମିଳୁଛି । ଏହା ସହ ଆଇଫୋନ ଉପରେ ମିଳୁଥିବା କ୍ୟାସ ବ୍ୟାକ୍ ଅଫରର ଆପଣ ଲାଭ ଉଠାଇ ପାରିବେ । ଆଇଫୋନ ୧୦(ସିଲଭର) – ୮୯ ହଜାରରେ ମିଳୁଥିବା ଏହି ଫୋନ ଆପଣଙ୍କୁ

ଦୁନିଆର ସବୁଠୁ ଦ୍ଵିତୀୟ ବଡ ମୋବାଇଲ ଉତ୍ପାଦନକାରୀ ଦେଶ ହେଲା ଭାରତ

ଚୀନ ପରେ ଭାରତ ଏବେ ଦୁନିଆର ସବୁଠୁ ବଡ଼ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି। ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଆଧାରରେ ଇଣ୍ଡିଆନ ସେଲୁଲାର ଆସୋସିଏସନ(ଆଇସିଏ) ଦ୍ଵାରା ଜାରି ସୂଚନା ଅନୁସାରେ ଭାରତ ହ୍ୟାଣ୍ଡସେଟ୍ ଉତ୍ପାଦନ ମାମଲାରେ ଭିଏତନାମକୁ ପଛରେ ପକାଇ ଦେଇ

ସାମସଙ୍ଗ୍ ଆଣୁଛି ନୂଆ ସ୍ମାର୍ଟଫୋନ୍, ସାଓମିକୁ ଦେବ ଟକ୍କର

ସାମସଙ୍ଗ ଭାରତରେ କିଛି ନୂଆ ସ୍ମାର୍ଟଫୋନ୍ ଲଂଚ୍ କରିବାକୁ ଯାଉଛି । ଏହି ସବୁ ସ୍ମାର୍ଟଫୋନରେ ଇନଫିନିଟି ଡିସପ୍ଲେ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ସ୍ମାର୍ଟଫୋନ୍ ଗୁଡିକ ମଧ୍ୟବିତ ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଜଣା ପଡିଛି, କାରଣ ଏ ସବୁର ଦାମ୍ ସାଓମି ଭଳି ମୋବାଇଲ କମ୍ପାନୀକୁ ଟକ୍କର ଦେଇପାରିବ । ରିପୋର୍ଟ ଅନୁସାରେ କମ୍ପାନୀ ଗ୍ୟାଲେକ୍ସି ଏ ଏବଂ ଗ୍ୟାଲ

ଜିଓକୁ ବିଏସଏନଏଲର ଟକ୍କର, ଜାରି କଲା ସବୁଠାରୁ ଶସ୍ତା ଡାଟା ପ୍ୟାକ୍

ଜିଓ ଶସ୍ତା ଡାଟା ପ୍ୟାକ୍ ଲଂଚ୍ କରିବା ପରେ ଅନ୍ୟ ସମସ୍ତ ମୋବାଇଲ୍ କମ୍ପାନୀ ମଧ୍ୟରେ ଚାଲିଥିବା ଡାଟା ୱାର୍ ଶେଷ ହେବାର ନା ଧରୁନାହିଁ । ଦିନକୁ ଦିନ ବିଭିନ୍ନ ଟେଲିକମ୍ କମ୍ପାନୀ ଶସ୍ତା ଡାଟା ପ୍ଲାନ୍ ସହ ଅନଲିମିଟେଡ୍ କଲ୍ ରୋମିଂ ଆଦିର ଲୋଭନୀୟ ଅଫର ଦେଉଛନ୍ତି । ଏହା ମଧ୍ୟରେ ଏୟାରଟେଲ. ଜିଓ, ଭୋଡଫୋନ୍ ଏବଂ ଆଇଡିଆକୁ କଡା ଟକ୍କର ଦେବା ପାଇଁ ବିଏସଏନଏଲ ତାହାର ପ

ସାଓମୀ ବିରୋଧରେ ଅଭିଯୋଗ, ବନ୍ଦ ହୋଇପାରେ ଏହି ୫ଟି ଏମଆଇ ଫୋନ୍

ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମୀ ଭାରତୀୟ ମୋବାଇଲ ବଜାରରେ ପ୍ରଥମ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ମୋବାଇଲ୍ କମ୍ପାନୀ ଗ୍ରାହକଙ୍କୁ ସୁହାଇଲା ଭଳି ଦରରେ ଭଲ ସ୍ମାର୍ଟଫୋନ୍ ବିକ୍ରି କରିଥାଏ । ଏହାର ଅଧିକାଂଶ ଭଲ ସ୍ମାର୍ଟଫୋନର ମୂଲ୍ୟ ୨୦ହଜାର ଟଙ୍କା ମଧ୍ୟରେ ରହିଛି । ଏହା ମଧ୍ୟରେ ସାଓମୀ ବା ଏମଆଇ କମ୍ପାନୀ ଉପରେ ପ୍ୟାଟେଂଟ୍ ଚୋରି

ମାଗଣାରେ ପାଆନ୍ତୁ ଏମଆଇର ଏହି ନୂଆ ଫୋନ୍

ସାଓମି ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଲଂଚ କରିବାର ଅନେକ ନଜିର୍ ରହିଛି । ଏହା ମଧ୍ୟରେ ବର୍ତମାନ କମ୍ପାନୀ ସବୁଠାରୁ ପପୁଲାର ସ୍ମାର୍ଟଫୋନ୍ ରେଡମି ନୋଟ୍ ୫ ପ୍ରୋକୁ ମାଗଣାରେ ପାଇବା ପାଇଁ ଗ୍ରାହକଙ୍କୁ ସୁଯୋଗ ଦେଇଛି । ଏଥିପାଇଁ କମ୍ପନୀ ତରଫରୁ ଏକ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି ସାଓମି ଇଣ୍ଡିଆର ପରିଚାଳନା ନିର୍ଦ୍ଦ

ଲଂଚ୍ ହେବ ନୋକିଆ ଏକ୍ସ, ରହିଛି ୧୦ଜିବି ରାମ୍

ଏଚଏମଡି ଗ୍ଲୋବାଲ ବହୁତ ଶୀଘ୍ର ଏକ ନୂଆ ସ୍ମାର୍ଟଫୋନ ଲଂଚ କରିବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏହି ସ୍ମାର୍ଟଫୋନ ନୋକିଆ- ୧୦ ହେବା ନେଇ ସୂଚନା ମିଳିଛି । ଏହା ଦେଖିବାକୁ ଆଇଫୋନ ୧୦ ଭଳି ହୋଇଥିବା ଶୁଣିବାକୁ ମିଳୁଛି । ନୋକିଆ ପ୍ରଥମ କମ୍ପାନୀ ନୁହେଁ ଯିଏ ଆଇଫୋନର ନକଲ କରୁଛି । ଆଗରୁ ଏପରି ଅନେକ ସ୍ମାର୍ଟଫୋନ ନିର୍ମାତା ଆଇଫୋନ ମଡେଲର ଫୋନ ନିର୍ମାଣ କରି

ଜିଓ ଏବଂ ଏୟାରଟେଲକୁ ଟକ୍କର ଦେବ ଭୋଡାଫୋନ୍, ଜାରି କଲା ୩୪୯ର ନୂଆ ପ୍ଲାନ୍

ଭୋଡାଫୋନ୍ ଜିଓ ଏବଂ ଏୟାରଟେଲ ସହ ଟକ୍କର ଦେବା ପାଇଁ ୩୪୯ ଟଙ୍କାର ଏକ ନୂଆ ରିଚାର୍ଜ କୁପନ ଲଂଚ କରିଛି । ଏହି ପ୍ଲାନରେ ପ୍ରିପେଡ୍ ଗ୍ରାହକମାନେ ପ୍ରତିଦିନ ୩ଜିବିର ଡାଟା ପାଇ ପାରିବେ । ଏହାର ବୈଧତା ମଧ୍ୟ ୨୮ ଦିନ ରହିଛି । ନିକଟରେ କମ୍ପାନୀ ପକ୍ଷରୁ ୫୬୯ର ଏକ ପ୍ଲାନ୍ ଲଂଚ୍ କରାଯାଇଥିଲା । ଏହି ପ୍ଲାନରେ ଗ୍ରାହକମାନେ ୮୪ ଦିନ ପର୍ୟ୍ୟନ୍ତ ଦୈନିକ ୩ଜିବି ଡାଟା ବ୍ୟ

ଭାରତରେ-ଲଂଚ-ହେବ-ସାଓମିର-ସବୁଠାରୁ-ଭଲ-ସେଲ୍ଫି-ସ୍ମାର୍ଟଫୋନ୍

ସାଓମି ନିଜର ବେଷ୍ଟ୍ ସେଲ୍ପି କ୍ୟାମେରା ସ୍ମାର୍ଟଫୋନ୍ ଭାରତରେ ଲଂଚ୍ କରିବାକୁ ଟିଜର ଜାରି କରିଛି । ଟିଜରରେ କମ୍ପାନୀ ଫୋନର ଲଚିଂ ତାରିଖ ମଧ୍ୟ କହିଛି । ନିଜ ଟ୍ୱିଟର୍ ପେଜରେ କମ୍ପାନୀ କହିଛି କି, ଜୁନ୍ ୭ରେ ଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଏକ ଇଭେଂଟରେ ଏହି ସ୍ମାର୍ଟଫୋନକୁ ଲଂଚ୍ କରିଯିବ । କିନ୍ତୁ କମ୍ପାନୀ ଫୋନର ମଡେଲକୁ ନେଇ କିଛି ଖୁଲାସା କରିନି । ନ