ଆଜି ଓଡ଼ିଶା ଆସୁଛନ୍ତି ମୋଦୀ, ସମ୍ବଲପୁର ଓ ଭୁବନେଶ୍ୱରରେ କରିବେ ସଭା ଓ ରୋଡ ଶୋ’

: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟର ମତଦାନ ପୂର୍ବରୁ ମୋଦୀ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଓ ରାଜଧାନୀ ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସଭା’ରେ

ଆର୍ଥିକ ବର୍ଷ ୨୦୧୮-୧୯ରେ ୯ ପ୍ରତିଶତ ରପ୍ତାନୀ ବୃଦ୍ଧି, ୫ ବର୍ଷର ରେକର୍ଡ ଅତିକ୍ରମ

: କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୧୮-୧୯ର ରପ୍ତାନୀ ତଥ୍ୟ ସାର୍ବଜନିକ ଭାବେ ଜାରି କରିଛି । ତଥ୍ୟ ଅନୁସାରେ ରପ୍ତାନୀରେ ୯ ପ୍ରତିଶତ ବୃଦ୍ଧି ଘଟିଛି । ଏହା ୩୩୧ ବିଲିୟନ ଡଲାରରେ ପହଂଚିଛି । ରପ୍ତାନୀ ରେକର୍ଡ ଆର୍ଥିକ ବର୍ଷ ୨୦୧୩-୧୪କୁ ଅତିକ୍ରମ କରିଛି । ସେହି ସମୟରେ ୩୧୪.୪ ବିଲିୟନ ଡଲାର ରେକର୍ଡ କରାଯାଇଥିଲା । ମାର୍ଚ୍ଚରେ ରପ୍ତାନୀ ୧୧ ପ୍ରତିଶତ ବୃଦ୍ଧି ଘଟି

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା: ସହିଦ ପରିବାରଙ୍କୁ କୋଟିଏ ଟଙ୍କା ଦେବେ ଲତା

: ବଲିଉଡର ଲୋକପ୍ରିୟ ଗାୟିକା ଲତା ମଙ୍ଗେସକର ସହିଦ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି । ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିତ ହୋଇଥିବା ୪୦ ଜଣ ଯବାନଙ୍କ ପରିବାରକୁ କୋଟି ଟଙ୍କା ସହାୟତା ଦେବାକୁ ସୋମବାର ସଂକଳ୍ପ ନେଇଛନ୍ତି । ମାଷ୍ଟର ଦିନାନାଥ ମଙ୍ଗେସକରଙ୍କ ବଂଶଜ ଆଦିନାଥ ମଙ୍ଗେଶକର

ବାଲେଶ୍ୱରରେ ମାତିଛନ୍ତି ଏଟିଏମ୍‌ ଲୁଟେରା, ମେସିନ୍‌ ତାଡ଼ି ନେଲେ ଦୁର୍ବୃତ୍ତ

: ଦିନକୁ ଦିନ ବାଲେଶ୍ୱରରେ ଏଟିଏମ୍‌ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ ତାଡ଼ି ନେଇଯାଇଛନ୍ତି । ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ । ସୂଚନା ପାଇବା ପରେ ସୋର ଥାନା ପ

ଆଜି ରାଜନାଥ ସିଂହ କରିବେ ନାମାଙ୍କନ ଦାଖଲ, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ପ୍ରଚାର

ଏପ୍ରିଲ ୧୬ : ଉତ୍ତର ପ୍ରଦେଶରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ନିର୍ବାଚନ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ରାଜଧାନୀ ଲଖନଉରେ ଏକ ବିଶାଳ ରୋଡ ଶୋ’ କରିବେ । ରାଜନାଥ ସିଂହ ରୋଡ ଶୋ’ ଅବସରରେ ପୂର୍ବାହ୍ଣ ୯ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ପହଂଚିବେ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପେର ସେ ୧୦ଟା ୩୦ରେ ରୋଡ ଶୋ’ ଆରମ୍

ଆଜି ହାତୀ ସାଇକେଲରେ ଯାତ୍ରୀ ପାଲଟିଛି, ଚୌକିଦାରକୁ ଗାଳି ଦେଉଛି: ପ୍ରଧାନମନ୍ତ୍ରୀ ମୋଦୀ

ଏପ୍ରିଲ ୧୫: ଆଜି ହାତୀ ସାଇକେଲ ଉପରେ ଯାତ୍ରୀ ହୋଇଛି ଏବଂ ଚୌକିଦାରକୁ ଟାର୍ଗେଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉତ୍ତରପ୍ରଦେଶର ମୁରାଦାବାଦରେ କହିଛନ୍ତି। ଲୋକସଭା ନିର୍ବାଚନ ୨୦୧୯ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାରରେ ମୋଦୀ ସାଧାରଣ ଜନତାଙ୍କୁ ଏକ ରାଲିରେ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆଜିର ଦିନରେ ବିରୋଧୀ ନେତାଙ୍କ ବଡ଼ କାମ ହେଉଛି, ମୋ

ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ପ୍ରତିବାଦରେ ଖୋର୍ଧା ବନ୍ଦ, ବିଜେଡିର ହାତ ଥିବା ଅଭିଯୋଗ

ଚଳିତ ନିର୍ବାଚନରେ ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡର ଖବର ଆସୁଛି । କେତେକ ସ୍ଥାନରେ ବିଜେଡି ସାଂସଦଙ୍କ ସମର୍ଥକଙ୍କ ଆକ୍ରମଣରେ ସୂଚନା ଅଧିକାର କର୍ମୀ ଆହତ ହେଉଛନ୍ତି ତ ଆଉ କେଉଁଠି ଏହା ଅଧିକ ଉଗ୍ର ରୂପ ଧାରଣ କରିଛି । ଗତକାଲି ବିଳମ୍ବିତ ରାତ୍ରରେ ଖୋର୍ଧାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହାର ପ୍ରତିବାଦରେ ଆଜି ବିଜେପି ପକ୍ଷର

ବିଶ୍ୱକପ: ୧୫ ଜଣିଆ ଅଷ୍ଟ୍ରେଲିଆ ଟିମରେ ସ୍ଥାନ ପାଇଲେ କ୍ରିକେଟର ଡାଭିଡ ୱାର୍ଣ୍ଣର-ଷ୍ଟିଭ ସ୍ମିଥ

ଏପ୍ରିଲ ୧୫: ବଲ ବିକୃତ ମାମଲାରେ ଫସି ଦୀର୍ଘ ଦିନ ପରେ ବାସନ୍ଦ ହେବା ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡାଭିଡ ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆ ଟିମକୁ ଫେରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପର ଅଷ୍ଟ୍ରେଲିଆର ୧୫ ଜଣିଆ ଟିମରେ ୱାର୍ଣ୍ଣର ଓ ସ୍ମିଥଙ୍କୁ ସ୍ଥାନ ମି

ଜୟାଙ୍କ ବିରୋଧରେ ବୟାନ: ଆଜମ କହିଲେ- ଦୋଷୀ ସାବ୍ୟସ୍ତ ହେଲେ ଲଢ଼ିବିନି ନିର୍ବାଚନ

ଏପ୍ରିଲ ୧୫: ଉତ୍ତର ପ୍ରଦେଶର ରାମପୁର ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟା ପ୍ରଦାଙ୍କ ଉପରେ କଥିତ ରୂପେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ଆଜମ ଖାନ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ତାଙ୍କ ଦ୍ୱାରା କୁହାଯାଇଥିବା ବୟାନକୁ ଭୁଲ ଶୈଳୀରେ ଉପସ୍ଥାପନ କରାଯାଇଛି । ଆଜମ କହିଛନ୍ତି, ମୁଁ କାହାରି ନାମ ନେଇ ନାହିଁ ଏବଂ ଯଦି ଦୋଷୀ ପ୍ରମାଣିତ ହେବି ତା&rsquo

ଆଜି ଶିଶୁଦିବସ, ପଣ୍ଡିତ ନେହେରୁଙ୍କ ୧୨୯ତମ ପୁଣ୍ୟ ଜୟନ୍ତୀ

ଭୁବନେଶ୍ୱର, ନଭେମ୍ବର ୧୪ : ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ଆତ୍ମାଙ୍କର ୧୨୯ତମ ପୁଣ୍ୟ ଜୟନ୍ତୀ । ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶି

ମହିଳା ଟି-୨୦ ବିଶ୍ୱକପ: ହରମନପ୍ରୀତଙ୍କ ଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିଲା ଭାରତ

ପ୍ରୋଭିଡେନ୍ସ(ଗୟାନା), ନଭେମ୍ବର ୧୦ : ଅଧିନାୟିକା ହରମନପ୍ରୀତ କୌରଙ୍କ ରେକର୍ଡ ଶତକ ଏବଂ ଯୁବ ଖେଳାଳି ଜେମିମା ରୋଡିଙ୍ଗସଙ୍କ ସହିତ ତାଙ୍କର ଶତକୀୟ ଭାଗିଦାରୀ ବଳରେ ଭାରତ ଶୁକ୍ରବାର ଟ୍ରଫିର ଦାବିଦାର ଭାବରେ ନ୍ୟୁଜିଲାଣ୍ଡକୁ ୩୪ ରନରେ ପରାସ୍ତ କରି ଆଇସିସି ମହିଳା ବିଶ୍ୱକପ ଟି-୨୦ରେ ନିଜର ଅଭିଯାନ ଆରମ୍ଭ କରିଛି । ହରମନପ୍ରୀତ ଗ୍ରୁପ-ବି ମ୍ୟାଚର ୬ଷ୍ଠ ଓଭରରେ କ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ବ୍ରିଟେନରେ ୨୭୧ କୋଟି ଟଙ୍କା ଠକେଇ ଅଭିଯୋଗ

ଲଣ୍ଡନ, ନଭେମ୍ବର ୧୦ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର ବ୍ରିଟେନର ସହାୟକ କମ୍ପାନୀ ୫ ଜଣ ଭାରତୀୟ, ଜଣେ ଆମେରିକୀୟ ଏବଂ ୩ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି । ବ୍ୟାଙ୍କର ଦାବି ଯେ, ଏହି ଲୋକମାନେ ବ୍ୟାଙ୍କକୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଋଣ ନେଇଛନ୍ତି । ଏହି ଲୋକମାନେ ବ୍ୟାଙ୍କରୁ ମୋଟ ୩.୭ କୋଟି ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ହିସା

ବାପୁଜୀନଗର ଷ୍ଟେଟ୍‌ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଜରୁରୀ କାଗଜପତ୍ର

ଭୁବନେଶ୍ୱର, ନଭେମ୍ବର ୧୦ : ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଷ୍ଟେଟ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଜରୁରୀ କାଗଜପତ୍ର ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ଆଜି ଭୋର୍ ପ୍ରାୟ ୫ଟା ବେଳେ ବ୍ୟାଙ୍କର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଅନେକ ବ

ଯୋଜନା: ଚୀନରୁ ନୁହେଁ, ବିଶ୍ୱକୁ ଭାରତରୁ ମିଳିବ ‘ବୁଲେଟ ଟ୍ରେନ୍‌’ର ଶସ୍ତା ରେଳ ଡବା

ନୂଆଦିଲ୍ଲୀ, ନଭେମ୍ବର ୧୦ : ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ମୁମ୍ବାଇ ରୁ ଅହମଦାବାଦ ମଧ୍ୟରେ ଚାଲିବ। ଏଥି ପାଇଁ ୨୦୨୨କୁ ଟାର୍ଗେଟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ଜାପାନ ପୁଞ୍ଜି ନିବେଶ କରୁଛି। ବୁଲେଟ ଟ୍ରେନ ପ୍ରକଳ୍ପକୁ ଅନ୍ତିମ ରୂପ ଦେବା ପାଇଁ ୨୦୨୩ ଡିସେମ୍ବର ଡେଟଲାଇନ ରଖାଯାଇଛି କିନ୍ତୁ ଭାରତ ସରକାର ଏହି ପ୍ରକଳ୍ପକୁ ୨୦୨୨ ଅଗଷ୍ଟ ୧୫ ପୂର୍ବରୁ

ଆଜି ହାଇକୋର୍ଟରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗ ମାମଲାର ଶୁଣାଣି

କଟକ, ନଭେମ୍ବର ୦୯ : ଆଜି ହାଇକୋର୍ଟରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗ ମାମଲାର ଶୁଣାଣି ହେବ। ପୂର୍ବରୁ ଉଚ୍ଚ ନ୍ୟାୟାଳୟ ନଭେମ୍ବର ୯ ତାରିଖ ଅର୍ଥାତ୍ ଆଜି ସୁଦ୍ଧା ଏହି ମାମଲାର ତଦନ୍ତ ସାରିବାକୁ ତଦନ୍ତକାରୀ ଟିମକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏହି ଶୁଣାଣିକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ଅନ୍ୟପକ୍ଷେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆଇନଜୀ

ଧର୍ମଘଟ ଯୋଗୁଁ ଏୟାର ଇଣ୍ଡିଆର ୩୭ ବିମାନ ଉଡାଣ ପ୍ରଭାବିତ

ମୁମ୍ବାଇ, ନଭେମ୍ବର ୦୯ : ଏୟାର ଇଣ୍ଡିଆ ବିମାନର ଗ୍ରାଉଣ୍ଡ ହ୍ୟାଣ୍ଡଲିଙ୍ଗ କାମକାର୍ଯ୍ୟ ତଦାରଖ କରୁଥିବା ସହଯୋଗୀ କମ୍ପାନୀ ଏଆଇଏଟିସିଏଲର କର୍ମଚାରୀର ଏକ ନିଦ୍ଧିଷ୍ଟ ବର୍ଗର କର୍ମଚାରୀଙ୍କୁ ଦୀପାବଳି ବୋନସ ନମିଳିବା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ଗୁରୁବାର ଅଚାନକ ଧର୍ମଘଟ ହୋଇଛି । ଫଳରେ ଏୟାର ଇଣ୍ଡିଆର କିଛି ଅନ୍ତର୍ଜାତୀୟ ଉଡାଣ ସମେତ ଅତି କମରେ ୩୭ଟି ବିମାନ ପରିଚ

ଧାର୍ମିକ ଭିଜା: ଉର୍ସ ପାଇଁ ୧୭୦ ଜଣ ପାକିସ୍ତାନୀ ପର୍ଯ୍ୟଟକଙ୍କୁ ଭିଜା ଦେଲା ଭାରତ

ନୂଆଦିଲ୍ଲୀ, ନଭେମ୍ବର ୦୯ : ଜମ୍ମୁ କଶ୍ମୀରକୁ ନେଇ ସବୁବେଳେ ବିବାଦ ରହିବା ପରେ ବି ଭାରତ-ପାକିସ୍ତାନ ମଧ୍ୟରେ ଧାର୍ମିକ ପର୍ଯ୍ୟଟନ ଭିଜା ନେଣ-ଦେଣରେ କୌଣସି ଅସୁବିଧା ହେଉ ନାହିଁ । ଭାରତ ୧୭୦ ପାକିସ୍ତାନୀ ଶ୍ରଦ୍ଧାଳୁଙ୍କୁ ଏହି ମାସର ଶେଷ ପର୍ଯ୍ୟନ୍ତ ପଞ୍ଜାବ ଆସିବାକୁ ଭିଜା ଦେଇଛି । ନିକଟରେ ଉଭୟ ଦେଶର ବିଦେଶମନ୍ତ୍ରୀଙ୍କ ମଧ୍ୟରେ ସମ୍ଭାବିତ ବୈଠକ ବାତିଲ ହୋଇଥି

ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଦୌଡ଼ିବ ‘ମିନି ବୁଲେଟ ଟ୍ରେନ’ ଟି-୧୦

ନୂଆଦିଲ୍ଲୀ, ନଭେମ୍ବର ୦୯ : ଭାରତୀୟ ରେଳବାଇ ବୁଲେଟ ଟ୍ରେନ ପର୍ବୂରୁ ସେମି ହାଇ-ସ୍ପିଡ (ମଧ୍ୟମ ଧରଣର ଦ୍ରୁତ ଗତି) ଟ୍ରେନ ଶୁଭାରମ୍ଭ କରିବାକୁ ଯୋଜନା କରୁଛି। ଏହି କ୍ରମରେ ନିକଟରେ ନେକ୍ସଟ ଜେନେରେସନ୍‌ ଟ୍ରେନ-୧୮ (ଟି-୧୮) ପରୀକ୍ଷା କରାଯାଇଥିଲା। ବିନା ଇଞ୍ଜିନରେ ଚାଲିଥିବା ଏହି ଟ୍ରେନ୍‌ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ ଫେକ୍ଟ୍ରି (ଆଇସିଏଫ)ରେ ନିର୍ମ

ମୂହୁର୍ତ୍ତ ଟ୍ରେଡିଂ: ସମ୍ବତ ୨୦୭୫ ଆରମ୍ଭ

ନୂଆଦିଲ୍ଲୀ, ନଭେମ୍ବର ୦୮ : ଦୀପାବଳି ଅବସରରେ ବୁଧବାର ହିନ୍ଦୁ ସମ୍ବତ ବର୍ଷ ୨୦୭୫ ଆରମ୍ଭ ହୋଇ ଯାଇଛି । ଏଥିପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସସି) ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସସି)ର ସ୍ୱତନ୍ତ୍ର ‘ମୂହୁର୍ତ୍ତ ଟେଡ୍ରିଂ’ ଖୋଲିଥିଲା । ଏହି ଟେଡ୍ରିଂ ଦେଢ଼ ଘଣ୍ଟା ପାଇଁ ବୁଧବାର ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇଥିବା ବେଳେ ୬ଟା ୩୦ରେ ବନ୍ଦ ହୋଇଥ

ପ୍ରତିଯୋଗିତାରେ ୯୬ ବର୍ଷୀଅ ମହିଳା ପ୍ରଥମ, କେରଳ ସରକାର ପୁରସ୍କାର ଦେଲେ ଲାପଟପ

ଥିରୁବନନ୍ତପୁରମ, ନଭେମ୍ବର ୦୮ : ଜୀବନର ଅନ୍ତିମ ପାହାଚରେ ପାଦ ଥାପିଥିବା ଜଣେ ବରିଷ୍ଠ ମହିଳାଙ୍କ ଇଚ୍ଛା ପୂରଣ ହୋଇଛି । ବହୁ ବର୍ଷ ତଳେ କମ୍ପ୍ୟୁଟର ଶିଖିବାକୁ ଇଚ୍ଛା ରଖିଥିବା କେରଳର ଏହି ମହିଳାଙ୍କୁ ଲ୍ୟାପଟପ ମିଳିଛି । ରିପୋର୍ଟ ଅନୁସାରେ ଆଲାପୁଝା ଜିଲ୍ଲାର ଚେପାଡ ନିବାସୀ କାର୍ତ୍ତିୟାନୀ ଅମ୍ମା ନିକଟରେ ଆୟୋଜିତ ‘ଅକ୍ଷରାଲଖମା ଲିଟିରେସି’ କାର
1 2 3 4 5 6 7 8 9 10
Page 1 of 13