ସହଜ ହେବ ମୋବାଇଲ ନମ୍ବର ପୋର୍ଟାବିଲିଟି, ଆଧାରକାର୍ଡ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୬(ଖବର ଓଡିଶା): ମୋବାଇଲ ନମ୍ବରକୁ ପୋର୍ଟାବିଲିଟି କରିବା ବର୍ତମାନ ଉପଭୋକ୍ତାଙ୍କ ପାଇଁ ସହଜ ହେବ । ଦୂରସଂଚାର ନିୟାମକ ଟ୍ରାଇ ପୋର୍ଟାବିଲିଟି ପରିବର୍ତନ ସହ ଜଡିତ କିଛି ନୂଆ ନିୟମକୁ ଆଜି ଜାରି କରିବ । ଏହା ଲାଗୁ ହେବା ପରେ ଟେଲିକମ୍ କମ୍ପାନୀ ପାଇଁ ଏହି ସୁବିଧାକୁ ୭୨ ଘଂଟା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ହେବ । ଏହା ସହ ବିନା ଆ

ଫେସବୁକର ନୂଆ ଫିଚର: ଏଣିକି କରିହେବ ମୋବାଇଲ ରିଚାର୍ଜ

ସୋସିଆଲ ମିଡିଆ ଫେସବୁକରେ ଏଣିକି କରିହେବ ମୋବାଇଲ ଫୋନ ରିଚାର୍ଜ । କେବଳ ବ୍ୟକ୍ତି ବିଶେଷଙ୍କ ସହ କଥାବାର୍ତା ନୁହେଁ ଆପଣ ଫେସବୁକକୁ ୱାନ୍ ଷ୍ଟପ ସପ ଭାବେ ବ୍ୟବହାର କରିପାରିବେ । ଏହାକୁ ନଜରରେ ରଖି ଫେସବୁକ ଅନ୍ୟ ଇ-କମର୍ସ କମ୍ପାନୀ ଭଳି କାରବାର ଆରମ୍ଭ କରିଦେଇଛି । ଫେସବୁକର ଆପରେ ଆପଣଙ୍କୁ ମୋବାଇଲ ରିଚାର୍ଜର ଅପସନ ମିଳିବ । ଏହା ବର୍ତମାନ କେବଳ ଆଣ୍ଡ୍ରଏ

କ୍ୟାସଲେସ୍ ନେଣଦେଣ ଉପରେ ରିହାତି ଦେବେ କେନ୍ଦ୍ର ସରକାର

ମୋଦୀ ସରକାର ଲଗାତାର କ୍ୟାସଲେସ ନେମଦେଣ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ଉପରେ ଫୋକସ କରୁଛନ୍ତି । ଏଥିପାଇଁ ସାଧାରଣ ଜନତାଙ୍କୁ ଅନେକ ସ୍ଥାନରେ ରିହାତି ମଧ୍ୟ ମିଳୁଛି । ବର୍ତମାନ ସରକାର ଏହି ରିହାତିକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏହି କାରବାର ଉପରେ ଲାଗୁଥିବା ଜିଏସଟି କର କମ୍ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ମେ ମାସ ୪ ତାରିଖରେ ଜିଏସଟି ପର