ଫେସବୁକର ନୂଆ ଫିଚର୍, ଷ୍ଟୋରୀ ସହ ଦେଇପାରିବେ ଭଏସ୍ ମେସେଜ୍

ଫେସବୁକ ଭାରତୀୟ ବଜାରରେ ତିନୋଟି ନୂଆ ପିଚର୍ ଲଂଚ୍ କରିଛି । ଏଥିରେ ଭଏସ୍ ପୋଷ୍ଟ୍ ମଧ୍ୟ ସାମିଲ୍ ଅଛି । ଏହା ବ୍ୟତୀତ ନୂଆ ଫିଚରରେ ୟୁଜରମାନେ ନିଜ ଷ୍ଟୋରେଜକୁ ସେଭ୍ କରିପାରିବେ ଏବଂ ପୂରୁଣା ଷ୍ଟରେଜକୁ ଡ୍ରାଫ୍ଟରେ ମଧ୍ୟ ରଖିପାରିବେ । ଏହି ନୂଆ ଫିଚର୍ ଷ୍ଟୋରେଜ୍ ଫିଚର ପାଇଁ ଲଂଚ୍ ହୋଇଛି । ଭାରତୀୟ ୟୁଜରମାନଙ୍କ ଲିମିଟେଡ୍ ଷ୍ଟୋରେଜ ସମସ୍ୟାକୁ ଦେଖି ଫେସବୁକ୍

ଫେସବୁକର ନୂଆ ଫିଚର: ଏଣିକି କରିହେବ ମୋବାଇଲ ରିଚାର୍ଜ

ସୋସିଆଲ ମିଡିଆ ଫେସବୁକରେ ଏଣିକି କରିହେବ ମୋବାଇଲ ଫୋନ ରିଚାର୍ଜ । କେବଳ ବ୍ୟକ୍ତି ବିଶେଷଙ୍କ ସହ କଥାବାର୍ତା ନୁହେଁ ଆପଣ ଫେସବୁକକୁ ୱାନ୍ ଷ୍ଟପ ସପ ଭାବେ ବ୍ୟବହାର କରିପାରିବେ । ଏହାକୁ ନଜରରେ ରଖି ଫେସବୁକ ଅନ୍ୟ ଇ-କମର୍ସ କମ୍ପାନୀ ଭଳି କାରବାର ଆରମ୍ଭ କରିଦେଇଛି । ଫେସବୁକର ଆପରେ ଆପଣଙ୍କୁ ମୋବାଇଲ ରିଚାର୍ଜର ଅପସନ ମିଳିବ । ଏହା ବର୍ତମାନ କେବଳ ଆଣ୍ଡ୍ରଏ