ସରକାର ପଢୁଛନ୍ତି କି ଆପଣଙ୍କ ହ୍ୱାଟସଆପ ମେସେଜ? ଜାଣନ୍ତୁ ସତ୍ୟତା

ଗତ କିଛି ଦିନ ଧରି ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ମେସେଜିଂ ଆପ ହ୍ୱାଟସଆପରେ ଏକ ମେସେଜ ଭାଇରାଲ ହେଉଛି । ଯେଉଁଥରେ କୁହାଯାଇଛି କି କମ୍ପାନୀ ଏକ ନୂଆ ଫିଚର ଲଂଚ କରିଛି । ଯାଦ୍ୱାରା ଆପଣଙ୍କ ମେସେଜ ପୋଲିସ କିମ୍ବା ସରକାର ପଢୁଛନ୍ତି ନା ନାହିଁ ତାହା ଜାଣିହେବ । ମେସେଜରେ କୁହାଯାଇଛି କି ସରକାର ଆପଣଙ୍କ ସମସ୍ତ ଚାଟ୍ ପଢୁଛନ୍ତି । କିନ୍ତୁ ସରକାର ଏବଂ ପୋଲିସ

ଜି-ମେଲକୁ ଡାଟାଲିକ୍ ଭୟ, କରିବ ବ୍ୟାପକ ପରିବର୍ତନ

ଫେସବୁକ୍ ଡାଟାଲିକ ଘଟଣା ସାମ୍ନାକୁ ଆସିବା ପରେ ଅନେକ କମ୍ପାନୀ ନିଜର ଗ୍ରାହକଙ୍କ ଡାଟାକୁ ସୁରକ୍ଷିତ ରଖିବା ନେଇ ସତର୍କ ହୋଇ ପଡିଛନ୍ତି । ଦୁନିଆର ସବୁଠାରୁ ବୃହତ୍ ଇ-ମେଲ ନେଟୱାର୍କ ଜି-ମେଲ ମଧ୍ୟ ନିଜ ବ୍ୟବହାରକାରୀଙ୍କ ଡାଟାକୁ ସୁରକ୍ଷିତ ରଖିବା ପାଇଁ କିଛି ମହତ୍ୱପୂର୍ଣ୍ଣ ପରିବର୍ତନ କରିବାକୁ ଯାଉଛି । ୟୁଜର୍ସଙ୍କ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ଗୁଗୁଲ ଇ-ମ

ଫେସବୁକ ପରେ ଗୁଗୁଲ୍ : ଆଣ୍ଡ୍ରୋଏଡ୍ ୟୁଜରଙ୍କ ତଥ୍ୟ ଓ ଲୋକେସନ ଚୋରି କରୁଥିବା ଅଭିଯୋଗ

କେମ୍ବ୍ରିଜ୍ ଆନାଲିଟିକା ଦ୍ୱାରା ଫେସବୁକ ଡାଟା ଲିକ୍ ଘଟଣା ଧିରେ ଧିରେ ଥଣ୍ଡା ହେବାକୁ ବସିଥିବା ବେଳେ ଏହି ସମୟରେ ଗୁଗୁଲ ବିରୋଧରେ ଆଣ୍ଡ୍ରୋଏଡ୍ ୟୁଜରଙ୍କ ଡାଟା ଚୋରି ନେଇ ସମାନ ଅଭିଯୋଗ ଆସିଛି । ଅଷ୍ଟ୍ରେଲିଆରେ ୧୦ ଲକ୍ଷ ୟୁଜରଙ୍କ ଡାଟା ଚୋରି କରିଥିବା ସହ ସେମାନଙ୍କୁ ଟ୍ରାକ୍ କରାଯାଇଛି ବୋଲି ଗୁଗୁଲ ବିରୋଧରେ ଅଭିଯୋଗ ଆସିଛି । ସଫ୍ଟଓୟାର୍ କମ୍ପାନୀ ଓରେକଲ

ମୋବାଇଲ କମ୍ପାନୀ ଦେବେ ନିୟମିତ ସୁରକ୍ଷା ଅପଡେଟ୍, ଗୁଗୁଲ ଜାରି କରିପାରେ ନିୟମ

ତମାମ ମୋବାଇଲ କମ୍ପାନୀଙ୍କ ମନମୁଖୀ କାର୍ୟ୍ୟକଳାପରେ ଅଙ୍କୁଶ ଲାଗିପାରେ । ବର୍ତମାନ ଅନେକ ମୋବାଇଲ କମ୍ପାନୀ ସ୍ମାର୍ଟଫୋନ୍ ଲଂଚ କରି ଚାଲୁଛନ୍ତି କିନ୍ତୁ ସୁରକ୍ଷା ସମ୍ବନ୍ଧୀୟ ଅପଡେଟ୍ ଜାରି କରୁନାହାନ୍ତି । ଏହି କ୍ଷେତ୍ରରେ ଗୁଗୁଲ ଏପରି କମ୍ପାନୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛି । ଯାହାଫଳରେ କମ୍ପାନୀ ମାନେ ନିୟମିତ ଭାବେ ସୁରକ୍ଷା ଅପଡେଟ୍ ଜାରି କରିବେ ।

ଫେସବୁକର ନୂଆ ଫିଚର: ଏଣିକି କରିହେବ ମୋବାଇଲ ରିଚାର୍ଜ

ସୋସିଆଲ ମିଡିଆ ଫେସବୁକରେ ଏଣିକି କରିହେବ ମୋବାଇଲ ଫୋନ ରିଚାର୍ଜ । କେବଳ ବ୍ୟକ୍ତି ବିଶେଷଙ୍କ ସହ କଥାବାର୍ତା ନୁହେଁ ଆପଣ ଫେସବୁକକୁ ୱାନ୍ ଷ୍ଟପ ସପ ଭାବେ ବ୍ୟବହାର କରିପାରିବେ । ଏହାକୁ ନଜରରେ ରଖି ଫେସବୁକ ଅନ୍ୟ ଇ-କମର୍ସ କମ୍ପାନୀ ଭଳି କାରବାର ଆରମ୍ଭ କରିଦେଇଛି । ଫେସବୁକର ଆପରେ ଆପଣଙ୍କୁ ମୋବାଇଲ ରିଚାର୍ଜର ଅପସନ ମିଳିବ । ଏହା ବର୍ତମାନ କେବଳ ଆଣ୍ଡ୍ରଏ

ଏୟାରଟେଲ ବିରୋଧରେ ଜାତୀୟ ସୁରକ୍ଷାକୁ ନେଇ ଅଭିଯୋଗ କଲା ଜିଓ

ରିଲାଏନ୍ସ ଜିଓ ଭାରତୀ ଏୟାରଟେଲ ବିରୋଧରେ ଦୂରସଂଚାର ବିଭାଗ ନିକଟରେ ଅଭିଯୋଗ କରିଛି । ଜିଓ କହିଛି କି ଏୟାରଟେଲ୍ ‘ଆପଲ ସିରିଜ ୩’ ଉପରେ ଇ-ସିମ ସେବା ଆରମ୍ଭ କରିଛି ଯାହା ଲାଇସେନ୍ସ ନିୟମର ଖୋଲାଖୋଲି ଉଲଙ୍ଘନ । ଜିଓ ଏୟାରଟେଲର ଏହି ସେବାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛି । ଅନ୍ୟପକ୍ଷରେ ଏୟାରଟେଲ ଜିଓର ଏହି ଅଭିଯୋଗକୁ ଖାରଜ କରିବା ସହ ଏଥ

ସାବଧାନ! ମେସେଜ ଦ୍ୱାରା ହ୍ୱାଟ୍ସଆପରେ ଭାଇରାଲ ହେଉଛି ଭାଇରସ୍, ଚୋରି ହୋଇପାରେ ଆପଣଙ୍କ ତଥ୍ୟ

ଯଦି ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସବଧାନ ରହିବା ଜରୁରୀ ଅଟେ । ଆଜିକାଲି ହ୍ୱାଟ୍ସଆପରେ ଏକ ମେସେଜ ଭାଇରାଲ ହେଉଛି ଯାହା ବାସ୍ତବରେ ଏକ ଭାଇରସ୍ । ଯାହା ଆପଣଙ୍କ ଫୋନରେ ଥିବା ସମସ୍ତ ଆପ୍ଲିକେସନକୁ କ୍ରାସ୍ କରିପାରେ । ଯଦି ଆପଣଙ୍କ ମଧ୍ୟରୁ କାହାକୁ ଏପରି ମେସେଜ୍ ମିଳିଛି ତେବେ ଆପଣ ଭୁଲରେ ବି ଏହାକୁ କ୍ଲିକ୍ କରନ୍ତୁ ନାହିଁ । କାରଣ ଏହି