ଜି-ମେଲକୁ ଡାଟାଲିକ୍ ଭୟ, କରିବ ବ୍ୟାପକ ପରିବର୍ତନ

ଫେସବୁକ୍ ଡାଟାଲିକ ଘଟଣା ସାମ୍ନାକୁ ଆସିବା ପରେ ଅନେକ କମ୍ପାନୀ ନିଜର ଗ୍ରାହକଙ୍କ ଡାଟାକୁ ସୁରକ୍ଷିତ ରଖିବା ନେଇ ସତର୍କ ହୋଇ ପଡିଛନ୍ତି । ଦୁନିଆର ସବୁଠାରୁ ବୃହତ୍ ଇ-ମେଲ ନେଟୱାର୍କ ଜି-ମେଲ ମଧ୍ୟ ନିଜ ବ୍ୟବହାରକାରୀଙ୍କ ଡାଟାକୁ ସୁରକ୍ଷିତ ରଖିବା ପାଇଁ କିଛି ମହତ୍ୱପୂର୍ଣ୍ଣ ପରିବର୍ତନ କରିବାକୁ ଯାଉଛି । ୟୁଜର୍ସଙ୍କ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ଗୁଗୁଲ ଇ-ମ