ଶିକ୍ଷକ ଥିଲେ, ବ୍ୟବସାୟ ଆରମ୍ଭ କରିଥିଲେ, ଏବେ ତାଙ୍କ ପୁଅ ଗୋଟିଏ ଦିନରେ କମାଇଲେ ୩୫୦୦ କୋଟି ଟଙ୍କା

ଏଭଳି ଏକ ଶିରୋନାମା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି କିମ୍ବା ଅବିଶ୍ୱାସ ମଧ୍ୟ କରିପାରନ୍ତି, କିନ୍ତୁ ଏହା ହିଁ ସତ୍ୟ । ବ୍ୟବସାୟ ଆରମ୍ଭ କରିଥିବା ଜଣେ ଶିକ୍ଷକଙ୍କ ପୁଅ ଏବେ ଗୋଟିଏ ଦିନର ବ୍ୟବସାୟରୁ ୩୫୦୦ କୋଟି ଟଙ୍କା ରୋଜଗାର କରିପାରିଛନ୍ତି । କିମତ ରାୟ ଗୁପ୍ତା ଜଣେ ଶିକ୍ଷକ ଥିଲେ । ଚାକିରୀ ଛାଡ଼ି ଆରମ୍ଭ କରିଥିଲେ ହେଭେଲ୍ସ ନାମକ ଏକ କମ୍ପାନୀ । କମ୍ପ

ସରକାର ପଢୁଛନ୍ତି କି ଆପଣଙ୍କ ହ୍ୱାଟସଆପ ମେସେଜ? ଜାଣନ୍ତୁ ସତ୍ୟତା

ଗତ କିଛି ଦିନ ଧରି ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ମେସେଜିଂ ଆପ ହ୍ୱାଟସଆପରେ ଏକ ମେସେଜ ଭାଇରାଲ ହେଉଛି । ଯେଉଁଥରେ କୁହାଯାଇଛି କି କମ୍ପାନୀ ଏକ ନୂଆ ଫିଚର ଲଂଚ କରିଛି । ଯାଦ୍ୱାରା ଆପଣଙ୍କ ମେସେଜ ପୋଲିସ କିମ୍ବା ସରକାର ପଢୁଛନ୍ତି ନା ନାହିଁ ତାହା ଜାଣିହେବ । ମେସେଜରେ କୁହାଯାଇଛି କି ସରକାର ଆପଣଙ୍କ ସମସ୍ତ ଚାଟ୍ ପଢୁଛନ୍ତି । କିନ୍ତୁ ସରକାର ଏବଂ ପୋଲିସ

ଜିଓକୁ ଟକ୍କର ଦେବ ବିଏସଏନଏଲ ୧୭୧ ଟଙ୍କାର ପ୍ଲାନ, ମିଳିବ ୩୦ ଦିନର ବୈଧତା

ବେସରକାରୀ ଟେଲିକମ୍ କମ୍ପାନୀଙ୍କ ମଧ୍ୟରେ ଚାଲିଥିବା ଡାଟା ଯୁଦ୍ଧ ମଧ୍ୟକୁ ଭାରତ ସଂଚାର ନିଗମ ଲିମିଟେଡ୍ ପ୍ରବେଶ କରିଛି । ବିଏସଏନଏଲ ୧୭୧ ଟଙ୍କାର ଏକ ନୂଆ ପ୍ଲାନ ଲଂଚ୍ କରିଛି । ଯେଉଁଥିରେ ଅନଲିମିଟେଡ୍ ଡାଟା ସହ କଲିଂର ସୁବିଧା ରହିବ । କିନ୍ତୁ ଏହି ପ୍ଲାନକୁ ବର୍ତମାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସର୍କଲରେ ଲଂଚ୍ କରିଛି କମ୍ପାନୀ । ବିଏସଏନଏଲର ଏହି

ଟ୍ୱିଟରର ନୂଆ ପଲିସି, ମାତ୍ରାଧିକ ଟ୍ୱିଟ୍ ଏବଂ ଫଲୋ ଉପରେ ଲାଗିବ ରୋକ

ସୋସିଆଲ ମିଡିଆରେ ଲଗାତାର ଭାବେ ବଢୁଥିବା ଗୁଜବ ଏବଂ ମିଛ ଖବରର ପ୍ରସାରଣକୁ ନେଇ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ଏକ ବଡ ପଦକ୍ଷେପ ନେଇଛି । ଟ୍ୱିଟର୍ ନିଜର ନୂଆ ପଲିସି ସେୟାର କରିଛି । କମ୍ପାନୀ ଟ୍ୱିଟ୍, ଲାଇକ୍ ଏବଂ ଫଲୋର ସୀମା ନିର୍ଦ୍ଧାରଣ କରିଛି । ଏନେଇ ଟ୍ୱିଟର ପକ୍ଷରୁ ଏକ ବ୍ଲଗ ପୋଷ୍ଟ୍ କରି ସୂଚନା ଦିଆଯାଇଛି । ନୂଆ ପଲିସି ଜାରି କରି ଟ୍ୱିଟର କହି

ରିଲାଏନ୍ସ ଜିଓର ନୂତନ ଜିଓ ଡିଜିଟାଲ ପ୍ୟାକ୍, ପ୍ରତିଦିନ ମିଳିବ ୨ଜିବି ଡାଟା

ରିଲାଏନ୍ସ ଜିଓ ୨୦୧୬ରେ ଭାରତୀୟ ଟେଲିକମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲା। ନିଜର ବହୁତ ଶସ୍ତା ପ୍ଲାନ ଜରିଆରେ ଜିଓ ଟେଲିକମ ସେକ୍ଟରେ ଧମାଲ ମଚାଇ ଚାଲିଲା। ଜିଓର ଆଗମନ ପରେ ଟେଲିକମ କମ୍ପାନୀ ମଧ୍ୟରେ ପ୍ରାଇସ ଓ୍ଵାର ଆରମ୍ଭ ହୋଇ ଯାଇଛି। ଜିଓ ଏବେ ନୂତନ ପ୍ଲାନ ଗ୍ରାହକଙ୍କ ପାଇଁ ନେଇ ଆସିଛି। ନୂତନ ପ୍ଲାନ ଅନୁସାରେ ଏହା ପୂର୍ବରୁ କରାଯାଇଥିବା ରିଚାର୍ଜ ପ୍

ଚେତିଲା ଫେସବୁକ, ଆପତ୍ତିଜନକ ପୋଷ୍ଟ୍ ଉପରେ ଲାଗିବ ଲଗାମ

ବାରମ୍ବାର ଫେକ୍ ନ୍ୟୁଜ୍ ସମ୍ପର୍କରେ ଖବର ଆସିବା ପରେ ଫେସବୁକ ଏହାକୁ ରୋକିବା ପାଇଁ ତତ୍ପରତା ପ୍ରକାଶ କରିଛି । କମ୍ ବୟସ ତଥା ଦକ୍ଷିଣପନ୍ଥୀ ଚିନ୍ତାଧାର ଥିବା ୟୁଜରଙ୍କ ସୁରକ୍ଷାକୁ ଫୋକସ କରିଛି କମ୍ପାନୀ । ୭୫୦୦ କଂଟେଂଟ୍ ସମୀକ୍ଷକଙ୍କୁ ପ୍ରସ୍ତୁତ କରୁଥିବା କମ୍ପାନୀ କହିଛି । ଯେଉଁମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହିଂସା, ଘୃଣା ତଥା ଆତଙ୍କବାଦ ଉପରେ ଆଧାରି

ସାମସଙ୍ଗ ସେଲ, ସ୍ମାର୍ଟ ଫୋନ ଉପରେ ମିଳୁଛି ଏହି ଅଫର

ଆମାଜନରେ ଆଜି ଅର୍ଥାତ ଜୁଲାଇ ୨୫ରେ ସାମସଙ୍ଗ ଡ଼େଜ୍ ସେଲ୍ ଆରମ୍ଭ ହୋଇଯାଇଛି । ଏଥିରେ ସାମସଙ୍ଗ ସ୍ମାର୍ଟଫୋନ ଉପରେ ୧୦,୭୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଅଫର ରହିଛି । ୭ଦିନ ପାଇଁ ଚାଲିଥିବା ଏହି ବିକ୍ରୀରେ ସାମସଙ୍ଗର ବିଭିନ୍ନ ଉତ୍ପାଦ ଉପରେ ଅଫର ରହିଛି । ୧୪୯୯୦ ଟଙ୍କା ମୂଲ୍ୟ ଥିବା ଗାଲାକ୍ସି ଅନ୍ ୭ ପ୍ରାଇମକୁ ୧୧,୯୯୦ ଟଙ୍କାରେ କମ୍ପାନୀ ବିକ୍ରୀ କରୁଛି । ସେହି

ଚୀନ: ନୂଆ ରଣନୀତିରେ ଗୁଗଲ କରୁଛି କାମ

ଚୀନରେ ଗୁଗର ସର୍ଚ୍ଚରେ ସେନସର ଲାଗିଛି ବୋଲି ଖବର ପ୍ରଚାର ହେବା ପରେ କମ୍ପାନୀ ନୂଆ ରଣନୀତି ଆରମ୍ଭ କରିଛି । ଗୁଗଲର ଜଣେ କର୍ମଚାରୀ ବୁଧବାର ଗଣମାଧ୍ୟମକୁ ଏହା କହିଛନ୍ତି । କମ୍ପାନୀ କେଉଁ ଆଧାରରେ କାମ କରୁଛି ଏହା ଗୋପନ ରଖାଯାଇଛି । ସେ କହିଛନ୍ତି ମୋ ପାଖରେ ଅଧିକ ତଥ୍ୟ ନାହିଁ, କମ୍ପାନୀର ଅନ୍ୟ ଅଧିକାରୀମାନଙ୍କୁ ଜଣା ଥାଇପାରେ । ଗୁଗଲ ପାଇଁ ଏହା ଆଶ୍ଚର୍ଯ୍ୟ ହ

ଚାଲିଛି ଜିଓମିର ବାର୍ଥଡ଼େ ସେଲ, ୪ ଟଙ୍କାରେ ମିଳୁଛି ୪୫ ହଜାର ଟଙ୍କାର ଟିଭି

ଭାରତରେ ନିଜର ଚତୁର୍ଥ ଜନ୍ମଦିନ ପାଳୁଛି ଜିଓମି(xiomi) ୧୦ ତାରିଖ ଠାରୁ ୧୨ ତାରିଖ ତିନି ଦିନ ଯାଏଁ ଜନ୍ମଦିନ ପାଳନ ପାଇଁ କମ୍ପାନୀ ବହୁତ ବଡ଼ ଅଫର ଘୋଷଣା କରିଛି । ଏମଆଇ-୩ ସ୍ମାର୍ଟ ଫୋନ ଜରିଆରେ ଭାରତକୁ ପ୍ରବେଶ କରିଥିବା ଜିଓମି ଜନ୍ମଦିନ ପାଳନ ଅବସରରେ ସ୍ମାର୍ଟଫୋନ ଠାରୁ ଟିଭି ଯାଏଁ ବିଭିନ୍ନ ଦ୍ରବ୍ୟ ଉପରେ ବଡ଼ ଧରଣର ରିହାତି ଦେଉଛି । ଅଫର ପାଇଁ ଗ୍ରାହକଙ

ଫେସବୁକରେ ହେବ ବଡ ପରିବର୍ତନ, ନୋଟିଫିକେସନରେ ଜାଣିହେବ ବ୍ରେକିଂ ନ୍ୟୁଜ

ଦୁନିଆର ସର୍ବବୃହତ ସାମାଜିକ ଗଣମାଧ୍ୟମ ଫେସବୁକ ନିଜର କିଛି ଫିଚରରେ ଏକ ବଡ ଧରଣର ପରିବର୍ତନ କରିବାକୁ ଯାଉଛି । ଆଗାମୀ ସପ୍ତାହରେ କମ୍ପାନୀ ଟ୍ରେଡିଂ ଫିଚର ହଟାଇବା ପାଇଁ ଯୋଜନା କରୁଥିବା କହିଛି । ଏହି ଫିଚର ୨୦୧୪ ମସିହାରେ ଲଂଚ୍ ହୋଇଥିଲା ଯାହା ପ୍ରୋଫାଇଲର ଡାହାଣ ପାଶ୍ୱର୍ରେ ଦୃଶ୍ୟମାନ ହୁଏ । ଏହି ଫିଚର କେବଳ ୫ଟି ଦେଶରେ ଉପଲବ୍ଧ ହୋଇଥିବା ବେଳେ ଏଥିରେ ପାଖା

ସାମସଙ୍ଗର-ଏହି-ଫୋନ୍-ଉପରେ-ଜିଓ-ଦେଉଛି-କ୍ୟାସବ୍ୟାକ୍-ଏବଂ-ଅତିରିକ୍ତ-ଡାଟା

ରିଲାଏନ୍ସ ଜିଓ ନିଜର ନୂଆ ପାର୍ଟନର୍ ସାମସଙ୍ଗ ସହ ଚୁକ୍ତି ସ୍ୱାକ୍ଷରିତ କରିଛି । ଚୁକ୍ତି ମୁତାବକ ଏହି ଦୁଇ କମ୍ପାନୀ ମିଳିତ ଭାବେ ଗ୍ରାହକଙ୍କ ପାଇଁ ନୂଆ ଅଫର୍ ଲଂଚ୍ କରିଛନ୍ତି । ଏହି ଅଫରରେ ଗ୍ରାହକ ସାମସଙ୍ଗ ଜେ୨ କିମ୍ବା ଜେ୭-ଡୁଓ କିଣିବା ପରେ ତାଙ୍କୁ ୨,୭୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହା ସହ ଗ୍ରାହକଙ୍କୁ ଅନଲିମିଟେଡ୍ ଡାଟା ମଧ୍ୟ ମିଳିବ । ଜିଓ କ୍

ସରକାର ଭୀମ ଆପ୍ ୟୁଜର୍ସଙ୍କୁ ଦେଲେ ବଡ଼ ଉପହାର, ଏବେ ୭୫୦ ଟଙ୍କା ପର୍ଯ୍ୟନ୍ତ ମିଳିବ କ୍ୟାସବ୍ୟାକ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମ୍ବେଦକର ଜୟନ୍ତୀ ଅବସରରେ ଭିମ ଆପକୁ ପ୍ରୋତ୍ସାହନ ଦେବା ପାଇଁ କ୍ୟାସବ୍ୟାକ ଅଫର ଆରମ୍ଭ କରିଛନ୍ତି। ନୂତନ ୟୁଜର୍ସଙ୍କୁ ଏବେ ପୂର୍ବର ଟ୍ରାନଜେକ୍ସନ ଉପରେ ୫୧ ଟଙ୍କାର କ୍ୟାସବ୍ୟାକ ମିଳିବ। ଖାସ୍ କଥା ଏହା ଯେ ଟ୍ରାନଜେକ୍ସନ ସର୍ବନିମ୍ନ କେତେ ଟଙ୍କାର କଲେ କ୍ୟାସବ୍ୟାକ ମିଳିବ ତାହା ସ୍ଥିର କରାଯାଇ ନାହିଁ। ଏହାର ଅର୍

ଜିଓକୁ ବିଏସଏନଏଲର ଟକ୍କର, ଜାରି କଲା ସବୁଠାରୁ ଶସ୍ତା ଡାଟା ପ୍ୟାକ୍

ଜିଓ ଶସ୍ତା ଡାଟା ପ୍ୟାକ୍ ଲଂଚ୍ କରିବା ପରେ ଅନ୍ୟ ସମସ୍ତ ମୋବାଇଲ୍ କମ୍ପାନୀ ମଧ୍ୟରେ ଚାଲିଥିବା ଡାଟା ୱାର୍ ଶେଷ ହେବାର ନା ଧରୁନାହିଁ । ଦିନକୁ ଦିନ ବିଭିନ୍ନ ଟେଲିକମ୍ କମ୍ପାନୀ ଶସ୍ତା ଡାଟା ପ୍ଲାନ୍ ସହ ଅନଲିମିଟେଡ୍ କଲ୍ ରୋମିଂ ଆଦିର ଲୋଭନୀୟ ଅଫର ଦେଉଛନ୍ତି । ଏହା ମଧ୍ୟରେ ଏୟାରଟେଲ. ଜିଓ, ଭୋଡଫୋନ୍ ଏବଂ ଆଇଡିଆକୁ କଡା ଟକ୍କର ଦେବା ପାଇଁ ବିଏସଏନଏଲ ତାହାର ପ

ଫେସବୁକର ନୂଆ ଫିଚର୍, ଷ୍ଟୋରୀ ସହ ଦେଇପାରିବେ ଭଏସ୍ ମେସେଜ୍

ଫେସବୁକ ଭାରତୀୟ ବଜାରରେ ତିନୋଟି ନୂଆ ପିଚର୍ ଲଂଚ୍ କରିଛି । ଏଥିରେ ଭଏସ୍ ପୋଷ୍ଟ୍ ମଧ୍ୟ ସାମିଲ୍ ଅଛି । ଏହା ବ୍ୟତୀତ ନୂଆ ଫିଚରରେ ୟୁଜରମାନେ ନିଜ ଷ୍ଟୋରେଜକୁ ସେଭ୍ କରିପାରିବେ ଏବଂ ପୂରୁଣା ଷ୍ଟରେଜକୁ ଡ୍ରାଫ୍ଟରେ ମଧ୍ୟ ରଖିପାରିବେ । ଏହି ନୂଆ ଫିଚର୍ ଷ୍ଟୋରେଜ୍ ଫିଚର ପାଇଁ ଲଂଚ୍ ହୋଇଛି । ଭାରତୀୟ ୟୁଜରମାନଙ୍କ ଲିମିଟେଡ୍ ଷ୍ଟୋରେଜ ସମସ୍ୟାକୁ ଦେଖି ଫେସବୁକ୍

ଇଣ୍ଟରନେଟ୍ ସ୍ପିଡ ମାମଲାରେ ଜିଓକୁ ପଛରେ ପକାଇଲା ଏୟାରଟେଲ, ଏହି ମାମଲାରେ ଶୀର୍ଷରେ ଜିଓ

ଭାରତରେ ରିଲାଏନ୍ସ ଜିଓ ଆସିବା ପରେ ମଧ୍ୟ ଏୟାରଟେଲ ୪ଜି/୩ଜି ଡାଉନଲୋଡ୍ ସ୍ପିଡ ମାମଲାରେ ଶୀର୍ଷରେ ରହିଛି। ଭୋଡାଫୋନ ଓ ଆଇଡିଆ ସେଲୁଲାର ଏହି କ୍ଷେତ୍ରରେ କଡା ଟକ୍କର ଦେଇଥିଲେ ମଧ୍ୟ ଏୟାରଟେଲ ଶୀର୍ଷ ସ୍ଥାନ ହାସଲ କରିବାରେ ସଫଳ ହୋଇଛି। ଓପନ ସିଗନାଲର ସଦ୍ୟତମ ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓ ୪ଜି ଉପଲବ୍ଧତା ମାମଲାରେ ଶୀର୍ଷରେ ରହିଛି। ବାକି ସମସ୍ତ ବଡ଼

ଫେସବୁକର ନୂଆ ଫିଚର: ଏଣିକି କରିହେବ ମୋବାଇଲ ରିଚାର୍ଜ

ସୋସିଆଲ ମିଡିଆ ଫେସବୁକରେ ଏଣିକି କରିହେବ ମୋବାଇଲ ଫୋନ ରିଚାର୍ଜ । କେବଳ ବ୍ୟକ୍ତି ବିଶେଷଙ୍କ ସହ କଥାବାର୍ତା ନୁହେଁ ଆପଣ ଫେସବୁକକୁ ୱାନ୍ ଷ୍ଟପ ସପ ଭାବେ ବ୍ୟବହାର କରିପାରିବେ । ଏହାକୁ ନଜରରେ ରଖି ଫେସବୁକ ଅନ୍ୟ ଇ-କମର୍ସ କମ୍ପାନୀ ଭଳି କାରବାର ଆରମ୍ଭ କରିଦେଇଛି । ଫେସବୁକର ଆପରେ ଆପଣଙ୍କୁ ମୋବାଇଲ ରିଚାର୍ଜର ଅପସନ ମିଳିବ । ଏହା ବର୍ତମାନ କେବଳ ଆଣ୍ଡ୍ରଏ

ଜିଓ,ଭୋଡାଫୋନ ଓ ଏୟାରଟେଲର ନୂତନ ପ୍ଲାନ, ଜାଣନ୍ତୁ କଣ ରହିଛି ସୁବିଧା

ରିଲାଏନ୍ସ ଜିଓ ସହ ଲଗାତାର ଭାବେ ମିଳୁଥିବା ଆକର୍ଷଣୀୟ ଅଫରକୁ ଟକ୍କର ଦେବା ପାଇଁ ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୪୯ ଟଙ୍କାର ନୂଆ ପ୍ଲାନ ଲଂଚ କରିଛି । କିଛି ବଛାବଛା ଗ୍ରାହକଙ୍କ ପାଇଁ ଏହି ଉପଲବ୍ଧ ପ୍ଲାନରେ ଦେଶର ସବୁଠାରୁ ବଡ ଟେଲିକମ କମ୍ପାନୀ ଦିନକୁ ୩ଜିବିର ୪ଜି ଡାଟା ପ୍ରଦାନ କରିବ । କିନ୍ତୁ ଏହି ଅଫରରେ ପୋଷ୍ଟପେଡ ଗ୍ରାହାକମାନେ ଲାଭ ଉଠାଇ ପାରିବେ ନାହି

ମାଗଣାରେ ପାଆନ୍ତୁ ଏମଆଇର ଏହି ନୂଆ ଫୋନ୍

ସାଓମି ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଲଂଚ କରିବାର ଅନେକ ନଜିର୍ ରହିଛି । ଏହା ମଧ୍ୟରେ ବର୍ତମାନ କମ୍ପାନୀ ସବୁଠାରୁ ପପୁଲାର ସ୍ମାର୍ଟଫୋନ୍ ରେଡମି ନୋଟ୍ ୫ ପ୍ରୋକୁ ମାଗଣାରେ ପାଇବା ପାଇଁ ଗ୍ରାହକଙ୍କୁ ସୁଯୋଗ ଦେଇଛି । ଏଥିପାଇଁ କମ୍ପନୀ ତରଫରୁ ଏକ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି ସାଓମି ଇଣ୍ଡିଆର ପରିଚାଳନା ନିର୍ଦ୍ଦ

ବିକ୍ରି ହେଲା ଫ୍ଲିପକାର୍ଟ, ୧୬ ଅରବ ଡଲାରରେ କିଣିଲା ଓ୍ଵାଲମାର୍ଟ

ଭାରତର ସବୁଠୁ ବଡ଼ ଅନଲାଇନ କମ୍ପାନୀ ଫ୍ଲିଲକାର୍ଟ ଏବେ ଓ୍ଵାଲମାର୍ଟର ହୋଇଯାଇଛି। ଆମେରିକାର ପ୍ରତିଷ୍ଠିତ ଓ୍ଵାଲମାର୍ଟ ୧୬ ବିଲିୟନ ଡଲାରରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ କିଣିଛି। ୧୦୭୨ ଅରବ ଟଙ୍କା(୧,୦୭,୨୦୦ କୋଟି)ର ଚୁକ୍ତି ପରେ ଅନଲାଇନ ମାର୍କେଟରେ ଏପର୍ୟ୍ୟନ୍ତର ସବୁଠୁ ବଡ଼ ବୁଝାମଣା ପତ୍ରରେ ପରିଣତ ହୋଇଛି। ଓ୍ଵାଲମାର୍ଟ ଏବଂ ଫ୍ଲିପକାର୍ଟ ମଧ୍ୟରେ

ଏୟାରଟେଲରେ ମିଶିବ ଟେଲିନର୍, ବଦଳିବ ୪୪ ଲକ୍ଷ ଗ୍ରାହକଙ୍କ ଅପରେଟର୍

କେନ୍ଦ୍ରୀୟ ଦୂରସଂଚାର ବିଭାଗ ଆଜି ଟେଲିନର୍ ଇଣ୍ଡିଆ ଏବଂ ଭାରତୀ ଏୟାରଟେଲର ବିଲୟକୁ ମଞ୍ଜୁରି ପ୍ରଦାନ କରିଛି । ବିଭାଗର ଅଧିକାରୀଙ୍କ କହିବାନୁସାରେ ଆଜି ସକାଳେ ଏନେଇ ସବୁଜ ସଙ୍କେତ ଦେଇଛି ଦୂରସଂଚାର ବିଭାଗ । ସୂଚନାଯୋଗ୍ୟ କି, ସର୍ବୋଚ୍ଚ ନ୍ୟାୟାଳୟ ଗତ ସପ୍ତାହରେ କମ୍ପାନୀକୁ ପ୍ରାୟ ୧୭୦୦ କୋଟି ଟଙ୍କାର ସିକୁରିଟୀ ଡିପୋଜିଟ୍ କରିବାକୁ ହୋଇଥିବା ଦୂରସଂଚାର
1 2
Page 1 of 2