ବ୍ରୋଡବ୍ୟାଣ୍ଡ ବ୍ୟବହାର କରୁଥିବା ବିଶ୍ୱର ୩ ପ୍ରମୁଖ ଦେଶରେ ସାମିଲ ହେବ ଭାରତ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ, ଅକ୍ଟୋବର ୨୬ (ଖବର ଓଡ଼ିଶା): ରିଲାୟନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ (ଆରଆଇଏଲ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁରୁବାର କହିଛନ୍ତି ଜିଓ ଫାଇବର ଆଧାରିତ ବ୍ରୋଡବ୍ୟାଣ୍ଡ ଦେଶର ଫିକ୍ସ ଲାଇନ ବ୍ରୋଡବ୍ରାଣ୍ଡ ସେବାର ବ୍ୟବହାର କରୁଥିବା ବିଶ୍ୱର ଶ୍ରେଷ୍ଠ ୩ ଦେଶରେ ସ୍ଥାନ ପାଇପାରିବ । ବର୍ତ୍ତମାନେ ଭାରତ ଏହି ମାମଲାରେ ୧୩୫ତମ ସ୍ଥାନରେ ରହିଛି । ଅମ୍ବାନୀ କହିଛନ୍ତି

ଆପଲ ଓ ସାମସଙ୍ଗ ମୋବାଇଲ କମ୍ପାନୀ ଜରିମାନା ଦେବେ ୫.୭ ମିଲିୟନ ଡଲାର

ନୂଆଦିଲ୍ଲୀ, ଅକ୍ଟୋବର ୨୫ (ଖବର ଓଡ଼ିଶା): ଇଟାଲିରେ ସଫ୍ଟୱେର ଅପଡେଶନ ଯୋଗୁଁ ପୁରୁଣା ମୋବାଇଲ ଧିମା ପଡ଼ିଯିବା ଅଭିଯୋଗରେ ମୋବାଇଲ ହ୍ୟାଣ୍ଡସେଟ୍ ଉତ୍ପାଦନ କମ୍ପାନୀକୁ ମହଙ୍ଗା ପଡ଼ିଛି । ଆପଲ ଏବଂ ସାମସଙ୍ଗ ବିରୋଧରେ ହୋଇଥିବା ଅଭିଯୋଗ ପରେ ଇଟାଲିର ରେଗୁଲେଟରୀ ବଡି ‘ଆଣ୍ଟି ଟ୍ରଷ୍ଟ ୱାଚିଙ୍ଗ’ ଉଭୟ କମ୍ପାନୀ ଉପରେ ଅଲଗା ଅଲଗା ୫.୭ ମିଲିୟନ ଡଲାର ଜରିମା

ଡିଜିଟାଲ ନେଣଦେଣ ଉପରେ କ୍ୟାସବ୍ୟାକ ଓ ଡିସକାଉଣ୍ଟ ଅଫର ଦେବେ ସରକାର

ଡିଜିଟାଲ ଟ୍ରାନଜେକସନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏକ ପ୍ରସ୍ତାବ ଉପରେ କାମ କରୁଛନ୍ତି। ଏହି ପ୍ରସ୍ତାବ ମୁତାବକ ସରକାର ଉପଭୋକ୍ତାଙ୍କୁ କ୍ୟାସବ୍ୟାକ ଓ ଏମଆରପି ଉପରେ ଡିସକାଉଣ୍ଟ ପରି ଅଫର ଦେବେ। ରାଜସ୍ଵ ବିଭାଗର ପ୍ରସ୍ତାବ ମୁତାବକ ନଗଦ ଜାଗାରେ ଡିଜିଟାଲ ପେମେଣ୍ଟ କରୁଥିବା ଉପଭୋକ୍ତାଙ୍କୁ ଏମଆରପିରେ ଡିସକାଉଣ୍ଟ ଦିଆଯିବ। ଏହି ଡିସକାଉଣ୍ଟ ୧୦୦ ଟଙ୍କା