ମାଡ୍ରାସ ହାଇକୋର୍ଟଙ୍କ ରାୟ ପ୍ରକାଶ: ମାରିନା ବିଚରେ ହେବ କରୁଣାନିଧିଙ୍କ ଅନ୍ତିମ ସଂସ୍କାର

ଚେନ୍ନାଇ, ଅଗଷ୍ଟ ୦୮ (ଖବର ଓଡ଼ିଶା): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଡିଏମକେ ସୁପ୍ରିମୋ ଏମ. କରୁଣାନିଧିଙ୍କ ଅନ୍ତିମ ସଂସ୍କାର ମାରିନା ବିଚରେ ହେବ ବୋଲି ବୁଧବାର ମାଡ୍ରାସ ହାଇକୋର୍ଟ ରାୟ ଦେଇଛନ୍ତି । । ଶେଷରେ ହାଇକୋର୍ଟ ସ୍ୱର୍ଗତ କରୁଣାନିଧିଙ୍କ ଅନ୍ତିମ ସଂସ୍କାର ମାରିନା ବିଚଠାରେ ହେବ ବୋଲି କହିଛନ୍ତି । ମାରିନା ବେଳାଭୂମିରେ କରୁଣାନିଧିଙ୍କ

ଆଦିବାସୀଙ୍କ ନିଜର କିଏ ? ବିଜେଡି ସମାବେଶକୁ କାଉଂଟର କରିବ ବିଜେପି, ରାଜଧାନୀ ସମେତ ଜିଲ୍ଲାରେ କରିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଅଗଷ୍ଟ ୮ (ଖବର ଓଡିଶା): ଆଦିବାସୀଙ୍କ ନିଜର କିଏ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗୀତା । ୨୦୧୯ରେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିଜେଡି ପକ୍ଷରୁ ରାଜଧାନୀରେ କରାଯିବ ସମାବେଶ । ସେପଟେ ବିଜେଡିର ସମାବେଶକୁ କାଉଣ୍ଟର କରିବା ପାଇଁ ବିଜେପି

୫ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁ ମାମଲାରେ ବିଶ୍ୱରେ ଏକ ନମ୍ବର ଭାରତ, ୟୁପିରେ ସର୍ବାଧିକ

ନୂଆଦିଲ୍ଲୀ, ଅଗଷ୍ଟ ୦୬(ଖବର ଓଡିଶା) : ଦେଶର ଅଧାରୁ ଅଧିକ ଜିଲ୍ଲାରେ ନବଜାତ ଶିଶୁ ମୃତ୍ୟୁ ହାରର ପରିସ୍ଥିତି ସଙ୍ଗିନ ରହିଛି । ଏହି ମୃତ୍ୟୁ ହାରକୁ କମାଇବା ପାଇଁ ସରକାର ବିଫଳ ହୋଇଥିବା କୁହାଯାଉଛି । ଏକ ଅଧ୍ୟୟନରେ ଭାରତ ପକ୍ଷରୁ ୨୦୩୦ ସୁଧା ଶିଶୁ ମୃତ୍ୟୁ ହାର କମାଇବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାହା ଘୁଂଚି ଘୁଂଚି ଯାଉଥିବା ଦାବି କରାଯାଇଛି

ଧର୍ମେନ୍ଦ୍ର ମୋ ପାଇଁ ସମସ୍ୟା- ନବୀନ, ରୁବେନଙ୍କ ପୁସ୍ତକ ଖୋଲିଲା ରହସ୍ୟ

ଭୁବନେଶ୍ୱର, ଅଗଷ୍ଟ ୪ (ଖବର ଓଡିଶା): ଚର୍ଚ୍ଚାରେ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲିଖିତ ନବୀନଙ୍କ ଉପରେ ପୁସ୍ତକ । ଏହି ପୁସ୍ତକରେ ନବୀନଙ୍କ ସାମ୍ନାରେ ଧର୍ମେନ୍ଦ୍ରଙ୍କୁ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ସ୍ଥାନିତ କରିଛନ୍ତି ନବୀନଙ୍କ ବାୟୋଗ୍ରାଫି ପୁସ୍ତକରେ । ନବୀନଙ୍କ ପାଇଁ ୨୦୧୯ର ଆହ୍ୱାନ ଅଧ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଉପରେ ବିସ୍ତୁତ ଆଲୋ

ଏଣିକି-ପେଟିଏମରେ-କରିହେବ-ଅଫଲାଇନ୍-ପେମେଂଟ

ଆପଣଙ୍କ ମଧ୍ୟରୁ ଅନେକ ସ୍ମାର୍ଟଫୋନ୍ ୟୁଜର ପେଟିଏମ୍ ବ୍ୟବହାର କରୁଥାଇ ପାରନ୍ତି । କେବେକେବେ ଏପରି ହୋଇଥାଏ କି ପେଟିମ୍ ସାହାଯ୍ୟରେ କରାଯାଉଥିବା ପେମେଂଟ୍ ସମୟରେ ଇଂଟରନେଟ ସ୍ଲୋ ରହିଥାଏ । ଏହି ସମୟରେ ବ୍ୟବହାରକାରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ପେଟିଏମ୍ ‘ପେଟିଏମ୍ ଟେପ୍ କୋର୍ଡ’ ର ଆରମ୍ଭ କରିଛି ।

ଡେବିଟ କାର୍ଡ ହୋଲଡର ମଧ୍ୟ କରିପାରିବେ ଇଏମଆଇରେ ସପିଂ

ଯଦି ଆପଣଙ୍କ ପାଖରେ କେବଳ ଡେବିଟ କାର୍ଡ ଅଛି ଏବଂ ଇମଆଇ ମାଧ୍ୟମରେ ସପିଙ୍ଗ କରିବାକୁ ଚାହୁଁଛନ୍ତି ତ ଏପରି କରି ପାରିବେ । କେତୋଟି ପ୍ରମୁଖ ବ୍ୟାଙ୍କ ନିଜ ଡେବିଟ କାର୍ଡ ଉପରେ ଇଏମଆଇର ସୁବିଧା ଦେଇଛନ୍ତି । ଯାହା ଦ୍ୱାରା କି ବାର୍ଷିକ କିମ୍ବା ଅନଲିମିଟେଡ ସପିଂ ଆରମରେ କରିପାରିବେ । ଯଦି ଆପଣ ଏଚଡିଏଫସି ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ୧୦ ହଜାର ଟଙ୍କାରୁ ଅଧି