ଜିଓକୁ ବିଏସଏନଏଲର ଟକ୍କର, ଜାରି କଲା ସବୁଠାରୁ ଶସ୍ତା ଡାଟା ପ୍ୟାକ୍

ଜିଓ ଶସ୍ତା ଡାଟା ପ୍ୟାକ୍ ଲଂଚ୍ କରିବା ପରେ ଅନ୍ୟ ସମସ୍ତ ମୋବାଇଲ୍ କମ୍ପାନୀ ମଧ୍ୟରେ ଚାଲିଥିବା ଡାଟା ୱାର୍ ଶେଷ ହେବାର ନା ଧରୁନାହିଁ । ଦିନକୁ ଦିନ ବିଭିନ୍ନ ଟେଲିକମ୍ କମ୍ପାନୀ ଶସ୍ତା ଡାଟା ପ୍ଲାନ୍ ସହ ଅନଲିମିଟେଡ୍ କଲ୍ ରୋମିଂ ଆଦିର ଲୋଭନୀୟ ଅଫର ଦେଉଛନ୍ତି । ଏହା ମଧ୍ୟରେ ଏୟାରଟେଲ. ଜିଓ, ଭୋଡଫୋନ୍ ଏବଂ ଆଇଡିଆକୁ କଡା ଟକ୍କର ଦେବା ପାଇଁ ବିଏସଏନଏଲ ତାହାର ପ

ମୋବାଇଲ କମ୍ପାନୀ ଦେବେ ନିୟମିତ ସୁରକ୍ଷା ଅପଡେଟ୍, ଗୁଗୁଲ ଜାରି କରିପାରେ ନିୟମ

ତମାମ ମୋବାଇଲ କମ୍ପାନୀଙ୍କ ମନମୁଖୀ କାର୍ୟ୍ୟକଳାପରେ ଅଙ୍କୁଶ ଲାଗିପାରେ । ବର୍ତମାନ ଅନେକ ମୋବାଇଲ କମ୍ପାନୀ ସ୍ମାର୍ଟଫୋନ୍ ଲଂଚ କରି ଚାଲୁଛନ୍ତି କିନ୍ତୁ ସୁରକ୍ଷା ସମ୍ବନ୍ଧୀୟ ଅପଡେଟ୍ ଜାରି କରୁନାହାନ୍ତି । ଏହି କ୍ଷେତ୍ରରେ ଗୁଗୁଲ ଏପରି କମ୍ପାନୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛି । ଯାହାଫଳରେ କମ୍ପାନୀ ମାନେ ନିୟମିତ ଭାବେ ସୁରକ୍ଷା ଅପଡେଟ୍ ଜାରି କରିବେ ।

ଜିଓ,ଭୋଡାଫୋନ ଓ ଏୟାରଟେଲର ନୂତନ ପ୍ଲାନ, ଜାଣନ୍ତୁ କଣ ରହିଛି ସୁବିଧା

ରିଲାଏନ୍ସ ଜିଓ ସହ ଲଗାତାର ଭାବେ ମିଳୁଥିବା ଆକର୍ଷଣୀୟ ଅଫରକୁ ଟକ୍କର ଦେବା ପାଇଁ ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୪୯ ଟଙ୍କାର ନୂଆ ପ୍ଲାନ ଲଂଚ କରିଛି । କିଛି ବଛାବଛା ଗ୍ରାହକଙ୍କ ପାଇଁ ଏହି ଉପଲବ୍ଧ ପ୍ଲାନରେ ଦେଶର ସବୁଠାରୁ ବଡ ଟେଲିକମ କମ୍ପାନୀ ଦିନକୁ ୩ଜିବିର ୪ଜି ଡାଟା ପ୍ରଦାନ କରିବ । କିନ୍ତୁ ଏହି ଅଫରରେ ପୋଷ୍ଟପେଡ ଗ୍ରାହାକମାନେ ଲାଭ ଉଠାଇ ପାରିବେ ନାହି