ଭୋଡାଫୋନ ଧମାକା: ୧୯୯ ଟଙ୍କାରେ ପ୍ରତିଦିନ ମିଳିବ ୨.୮ ଜିବି ଡାଟା

ଭୋଡାଫୋନ ନିଜର ପ୍ରିପେଡ୍ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂତନ ଅଫର ନେଇକି ଆସିଛି। କମ୍ପାନୀ ନିଜର ୧୯୯ ଟଙ୍କିଆ ପ୍ରିପେଡ ପ୍ୟାକକୁ ଅପଗ୍ରେଡ କରିଛି ଏବଂ ଏହି ପ୍ୟାକରେ ଏବେ ଭୋଡାଫୋନ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଡାଟା ମିଳିବ। ୧୯୯ ଟଙ୍କିଆ ଭୋଡାଫୋନ ପ୍ୟାକରେ ଏବେ ୟୁଜର୍ସଙ୍କୁ ପ୍ରତିଦିନ ୨.୮ ଜିବି ଡାଟା ମିଳିବ। ଟେଲିକମ ଟକର ରିପୋର୍ଟ

ସାମସଙ୍ଗର-ଏହି-ଫୋନ୍-ଉପରେ-ଜିଓ-ଦେଉଛି-କ୍ୟାସବ୍ୟାକ୍-ଏବଂ-ଅତିରିକ୍ତ-ଡାଟା

ରିଲାଏନ୍ସ ଜିଓ ନିଜର ନୂଆ ପାର୍ଟନର୍ ସାମସଙ୍ଗ ସହ ଚୁକ୍ତି ସ୍ୱାକ୍ଷରିତ କରିଛି । ଚୁକ୍ତି ମୁତାବକ ଏହି ଦୁଇ କମ୍ପାନୀ ମିଳିତ ଭାବେ ଗ୍ରାହକଙ୍କ ପାଇଁ ନୂଆ ଅଫର୍ ଲଂଚ୍ କରିଛନ୍ତି । ଏହି ଅଫରରେ ଗ୍ରାହକ ସାମସଙ୍ଗ ଜେ୨ କିମ୍ବା ଜେ୭-ଡୁଓ କିଣିବା ପରେ ତାଙ୍କୁ ୨,୭୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହା ସହ ଗ୍ରାହକଙ୍କୁ ଅନଲିମିଟେଡ୍ ଡାଟା ମଧ୍ୟ ମିଳିବ । ଜିଓ କ୍

ରିଲାଏନ୍ସ ଜିଓର ହଲିଡେ ହଙ୍ଗାମା ଅଫର, ୨୯୯ ଟଙ୍କାରେ ମିଳିବ ୩୯୯ ଟଙ୍କିଆ ଅଫର

ନୂଆଦିଲ୍ଲୀ,ମେ୩୧(ଖବର ଓଡ଼ିଶା): ରିଲାଏନ୍ସ ଜିଓ ପୋଷ୍ଟପ୍ୟାଡ ଗ୍ରାହକଙ୍କୁ ଉପହାର ଦେବା ପରେ ଏବେ ପ୍ରିପେଡ ଗ୍ରାହକଙ୍କ ପାଇଁ ‘ହଲିଡେ ହଙ୍ଗାମା ଅଫର’ ଲଞ୍ଚ କରିଛି। ଏହି ଆଧାରରେ କମ୍ପାନୀ ପ୍ରିପେଡ ଗ୍ରାହକଙ୍କୁ ୩୯୯ ଟଙ୍କିଆ ନିଜର ପ୍ଲାନକୁ ୨୯୯ ଟଙ୍କାରେ ଦେବାର ଅଫର ଦେଇଛି। ମାତ୍ର ଏହି ୧୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟକୁ ପ୍ରିପେଡ ଗ୍ରାହକ

ପେଟିଏମ ନେଇ ଆସିଛି ସ୍ମାର୍ଟଫୋନର ଆକର୍ଷଣୀୟ ଅଫର

ଯଦି ଆପଣ ସ୍ମାର୍ଟ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଆମେ ଆପଣଙ୍କୁ ପେଟିଏମ ମଲ୍ ରେ ମିଳୁଥିବା କିଛି ସ୍ମାର୍ଟଫୋନ ବିଷୟରେ କହୁଛୁ ଯାହା ଆପଣଙ୍କୁ ଡିସ୍କାଉଂଟରେ ମିଳୁଛି । ଏହା ସହ ଆଇଫୋନ ଉପରେ ମିଳୁଥିବା କ୍ୟାସ ବ୍ୟାକ୍ ଅଫରର ଆପଣ ଲାଭ ଉଠାଇ ପାରିବେ । ଆଇଫୋନ ୧୦(ସିଲଭର) – ୮୯ ହଜାରରେ ମିଳୁଥିବା ଏହି ଫୋନ ଆପଣଙ୍କୁ

ସରକାର ଭୀମ ଆପ୍ ୟୁଜର୍ସଙ୍କୁ ଦେଲେ ବଡ଼ ଉପହାର, ଏବେ ୭୫୦ ଟଙ୍କା ପର୍ଯ୍ୟନ୍ତ ମିଳିବ କ୍ୟାସବ୍ୟାକ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମ୍ବେଦକର ଜୟନ୍ତୀ ଅବସରରେ ଭିମ ଆପକୁ ପ୍ରୋତ୍ସାହନ ଦେବା ପାଇଁ କ୍ୟାସବ୍ୟାକ ଅଫର ଆରମ୍ଭ କରିଛନ୍ତି। ନୂତନ ୟୁଜର୍ସଙ୍କୁ ଏବେ ପୂର୍ବର ଟ୍ରାନଜେକ୍ସନ ଉପରେ ୫୧ ଟଙ୍କାର କ୍ୟାସବ୍ୟାକ ମିଳିବ। ଖାସ୍ କଥା ଏହା ଯେ ଟ୍ରାନଜେକ୍ସନ ସର୍ବନିମ୍ନ କେତେ ଟଙ୍କାର କଲେ କ୍ୟାସବ୍ୟାକ ମିଳିବ ତାହା ସ୍ଥିର କରାଯାଇ ନାହିଁ। ଏହାର ଅର୍

ମୋବାଇଲ କମ୍ପାନୀ ଦେବେ ନିୟମିତ ସୁରକ୍ଷା ଅପଡେଟ୍, ଗୁଗୁଲ ଜାରି କରିପାରେ ନିୟମ

ତମାମ ମୋବାଇଲ କମ୍ପାନୀଙ୍କ ମନମୁଖୀ କାର୍ୟ୍ୟକଳାପରେ ଅଙ୍କୁଶ ଲାଗିପାରେ । ବର୍ତମାନ ଅନେକ ମୋବାଇଲ କମ୍ପାନୀ ସ୍ମାର୍ଟଫୋନ୍ ଲଂଚ କରି ଚାଲୁଛନ୍ତି କିନ୍ତୁ ସୁରକ୍ଷା ସମ୍ବନ୍ଧୀୟ ଅପଡେଟ୍ ଜାରି କରୁନାହାନ୍ତି । ଏହି କ୍ଷେତ୍ରରେ ଗୁଗୁଲ ଏପରି କମ୍ପାନୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛି । ଯାହାଫଳରେ କମ୍ପାନୀ ମାନେ ନିୟମିତ ଭାବେ ସୁରକ୍ଷା ଅପଡେଟ୍ ଜାରି କରିବେ ।

ଫେସବୁକର ନୂଆ ଫିଚର୍, ଷ୍ଟୋରୀ ସହ ଦେଇପାରିବେ ଭଏସ୍ ମେସେଜ୍

ଫେସବୁକ ଭାରତୀୟ ବଜାରରେ ତିନୋଟି ନୂଆ ପିଚର୍ ଲଂଚ୍ କରିଛି । ଏଥିରେ ଭଏସ୍ ପୋଷ୍ଟ୍ ମଧ୍ୟ ସାମିଲ୍ ଅଛି । ଏହା ବ୍ୟତୀତ ନୂଆ ଫିଚରରେ ୟୁଜରମାନେ ନିଜ ଷ୍ଟୋରେଜକୁ ସେଭ୍ କରିପାରିବେ ଏବଂ ପୂରୁଣା ଷ୍ଟରେଜକୁ ଡ୍ରାଫ୍ଟରେ ମଧ୍ୟ ରଖିପାରିବେ । ଏହି ନୂଆ ଫିଚର୍ ଷ୍ଟୋରେଜ୍ ଫିଚର ପାଇଁ ଲଂଚ୍ ହୋଇଛି । ଭାରତୀୟ ୟୁଜରମାନଙ୍କ ଲିମିଟେଡ୍ ଷ୍ଟୋରେଜ ସମସ୍ୟାକୁ ଦେଖି ଫେସବୁକ୍

ଇଣ୍ଟରନେଟ୍ ସ୍ପିଡ ମାମଲାରେ ଜିଓକୁ ପଛରେ ପକାଇଲା ଏୟାରଟେଲ, ଏହି ମାମଲାରେ ଶୀର୍ଷରେ ଜିଓ

ଭାରତରେ ରିଲାଏନ୍ସ ଜିଓ ଆସିବା ପରେ ମଧ୍ୟ ଏୟାରଟେଲ ୪ଜି/୩ଜି ଡାଉନଲୋଡ୍ ସ୍ପିଡ ମାମଲାରେ ଶୀର୍ଷରେ ରହିଛି। ଭୋଡାଫୋନ ଓ ଆଇଡିଆ ସେଲୁଲାର ଏହି କ୍ଷେତ୍ରରେ କଡା ଟକ୍କର ଦେଇଥିଲେ ମଧ୍ୟ ଏୟାରଟେଲ ଶୀର୍ଷ ସ୍ଥାନ ହାସଲ କରିବାରେ ସଫଳ ହୋଇଛି। ଓପନ ସିଗନାଲର ସଦ୍ୟତମ ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓ ୪ଜି ଉପଲବ୍ଧତା ମାମଲାରେ ଶୀର୍ଷରେ ରହିଛି। ବାକି ସମସ୍ତ ବଡ଼

ଫେସବୁକର ନୂଆ ଫିଚର: ଏଣିକି କରିହେବ ମୋବାଇଲ ରିଚାର୍ଜ

ସୋସିଆଲ ମିଡିଆ ଫେସବୁକରେ ଏଣିକି କରିହେବ ମୋବାଇଲ ଫୋନ ରିଚାର୍ଜ । କେବଳ ବ୍ୟକ୍ତି ବିଶେଷଙ୍କ ସହ କଥାବାର୍ତା ନୁହେଁ ଆପଣ ଫେସବୁକକୁ ୱାନ୍ ଷ୍ଟପ ସପ ଭାବେ ବ୍ୟବହାର କରିପାରିବେ । ଏହାକୁ ନଜରରେ ରଖି ଫେସବୁକ ଅନ୍ୟ ଇ-କମର୍ସ କମ୍ପାନୀ ଭଳି କାରବାର ଆରମ୍ଭ କରିଦେଇଛି । ଫେସବୁକର ଆପରେ ଆପଣଙ୍କୁ ମୋବାଇଲ ରିଚାର୍ଜର ଅପସନ ମିଳିବ । ଏହା ବର୍ତମାନ କେବଳ ଆଣ୍ଡ୍ରଏ

ଜିଓ,ଭୋଡାଫୋନ ଓ ଏୟାରଟେଲର ନୂତନ ପ୍ଲାନ, ଜାଣନ୍ତୁ କଣ ରହିଛି ସୁବିଧା

ରିଲାଏନ୍ସ ଜିଓ ସହ ଲଗାତାର ଭାବେ ମିଳୁଥିବା ଆକର୍ଷଣୀୟ ଅଫରକୁ ଟକ୍କର ଦେବା ପାଇଁ ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ୪୯ ଟଙ୍କାର ନୂଆ ପ୍ଲାନ ଲଂଚ କରିଛି । କିଛି ବଛାବଛା ଗ୍ରାହକଙ୍କ ପାଇଁ ଏହି ଉପଲବ୍ଧ ପ୍ଲାନରେ ଦେଶର ସବୁଠାରୁ ବଡ ଟେଲିକମ କମ୍ପାନୀ ଦିନକୁ ୩ଜିବିର ୪ଜି ଡାଟା ପ୍ରଦାନ କରିବ । କିନ୍ତୁ ଏହି ଅଫରରେ ପୋଷ୍ଟପେଡ ଗ୍ରାହାକମାନେ ଲାଭ ଉଠାଇ ପାରିବେ ନାହି

ମାଗଣାରେ ପାଆନ୍ତୁ ଏମଆଇର ଏହି ନୂଆ ଫୋନ୍

ସାଓମି ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଲଂଚ କରିବାର ଅନେକ ନଜିର୍ ରହିଛି । ଏହା ମଧ୍ୟରେ ବର୍ତମାନ କମ୍ପାନୀ ସବୁଠାରୁ ପପୁଲାର ସ୍ମାର୍ଟଫୋନ୍ ରେଡମି ନୋଟ୍ ୫ ପ୍ରୋକୁ ମାଗଣାରେ ପାଇବା ପାଇଁ ଗ୍ରାହକଙ୍କୁ ସୁଯୋଗ ଦେଇଛି । ଏଥିପାଇଁ କମ୍ପନୀ ତରଫରୁ ଏକ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି ସାଓମି ଇଣ୍ଡିଆର ପରିଚାଳନା ନିର୍ଦ୍ଦ

ଗୁଗୁଲ ଦେବ ଚାକିରୀର ସୂଚନା, ଏହିପରି କରନ୍ତୁ ସର୍ଚ୍ଚ

ଗୁଗୁଲ ଭାରତୀୟ ଗ୍ରାହକଙ୍କୁ ଚାକିରୀ ଖୋଜିବା ପାଇଁ ଏକ ନୂତନ ଜବ ସର୍ଚ୍ଚ ଇଂଟରଫେସ ଲଂଚ କରିଛି । ଏଥି ନିମନ୍ତେ ଅନେକ କର୍ମସଂସ୍ଥାଙ୍କ ସହ ଅନୁବନ୍ଧିତ ହୋଇଛି ଗୁଗୁଲ । ଏହା ଦ୍ୱାରା ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ବର୍ତମାନ ଅଲଗା ଅଲଗା ପୋର୍ଟାଲକୁ ଯାଇ ରେଜିଷ୍ଟର କରିବାକୁ ପଡିବ ନାହିଁ । ଦିଲ୍ଲୀରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ସୂ

ଜିଓର ଏକ୍ସଚେଞ୍ଜ ଅଫର: ୯୯୯ ଟଙ୍କାରେ ମିଳିବ JioFi ଓ ୨୨୦୦ ଟଙ୍କାର ମିଳିବ କ୍ୟାସବ୍ୟାକ୍

ଗ୍ରାହକଙ୍କୁ ମନଲୋଭା ଅଫର ଦେଇ ଟେଲିକମ ଜଗତରେ ଧମାଲ ମଚେଇ ଚାଲିଥିବା ରିଲାଏନ୍ସ ଜିଓ ଏବେ ଓ୍ଵାଇ ଫାଇ ଡ୍ରଙ୍ଗଲ କିଣିବାକୁ ଚିନ୍ତା କରୁଥିବା ଗ୍ରାହକଙ୍କ ପାଇଁ ଏକ ସୀମିତ ସମୟ ଅଫର ନେଇ ଆସିଛି। ଏହି ଅଫର ଅନୁସାରେ ଗ୍ରାହକ ଯେ କୌଣସି ପୁରୁଣା ଡ୍ରଙ୍ଗଲ କିମ୍ବା ମଡମକୁ ଏକ୍ସଚେଞ୍ଜ କରି ନୂତନ JioFi ଡିଭାଇସ ୯୯୯ ଟଙ୍କାରେ କିଣି ପାରିବେ। ଏମିତି କଲେ ଗ୍ରାହକଙ

ଡିଜିଟାଲ ନେଣଦେଣ ଉପରେ କ୍ୟାସବ୍ୟାକ ଓ ଡିସକାଉଣ୍ଟ ଅଫର ଦେବେ ସରକାର

ଡିଜିଟାଲ ଟ୍ରାନଜେକସନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏକ ପ୍ରସ୍ତାବ ଉପରେ କାମ କରୁଛନ୍ତି। ଏହି ପ୍ରସ୍ତାବ ମୁତାବକ ସରକାର ଉପଭୋକ୍ତାଙ୍କୁ କ୍ୟାସବ୍ୟାକ ଓ ଏମଆରପି ଉପରେ ଡିସକାଉଣ୍ଟ ପରି ଅଫର ଦେବେ। ରାଜସ୍ଵ ବିଭାଗର ପ୍ରସ୍ତାବ ମୁତାବକ ନଗଦ ଜାଗାରେ ଡିଜିଟାଲ ପେମେଣ୍ଟ କରୁଥିବା ଉପଭୋକ୍ତାଙ୍କୁ ଏମଆରପିରେ ଡିସକାଉଣ୍ଟ ଦିଆଯିବ। ଏହି ଡିସକାଉଣ୍ଟ ୧୦୦ ଟଙ୍କା

ଜିଓ କରିପାରେ ନୂଆ ଧମାକା, ମିଳିବ ୧ଟିବିର ଡାଟା

ଯଦି ଆପଣଙ୍କୁ ରିଲିଆନ୍ସ ଜିଓର ସର୍ଭିସ ପସନ୍ଦ ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଜିଓ ବହୁତ ଜଲଦି ନୂଆ ଧମାକା କରିବା ପାଇଁ ଯାଉଛି । ଫାଇବର ଟୁ ଦି ହୋମ (ଡିଟିଟିଏଚ୍) ସର୍ଭିସ ବହୁତ ଶୀଘ୍ର ଲଂଚ କରିବା ପାଇଁ ଯାଉଛି ଜିଓ । ଅଫର ଲଂଚ୍ କରିବା ସମୟରେ ଗ୍ରାହକମାନେ ୧.୧ ଟିବିର ଡାଟା ପାଇବେ, ଯାହାର ବେଗ ୧୦୦ ଏମବିପିଏସ ରହିବ । ମିଡିଆ ରିପୋର୍ଟରେ କ

ଏଣିକି-ପେଟିଏମରେ-କରିହେବ-ଅଫଲାଇନ୍-ପେମେଂଟ

ଆପଣଙ୍କ ମଧ୍ୟରୁ ଅନେକ ସ୍ମାର୍ଟଫୋନ୍ ୟୁଜର ପେଟିଏମ୍ ବ୍ୟବହାର କରୁଥାଇ ପାରନ୍ତି । କେବେକେବେ ଏପରି ହୋଇଥାଏ କି ପେଟିମ୍ ସାହାଯ୍ୟରେ କରାଯାଉଥିବା ପେମେଂଟ୍ ସମୟରେ ଇଂଟରନେଟ ସ୍ଲୋ ରହିଥାଏ । ଏହି ସମୟରେ ବ୍ୟବହାରକାରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ପେଟିଏମ୍ ‘ପେଟିଏମ୍ ଟେପ୍ କୋର୍ଡ’ ର ଆରମ୍ଭ କରିଛି ।