IT News Alert:smart-phone-offer-in-paytm

ପେଟିଏମ ନେଇ ଆସିଛି ସ୍ମାର୍ଟଫୋନର ଆକର୍ଷଣୀୟ ଅଫର

ItNewsAlert:

 ଯଦି ଆପଣ ସ୍ମାର୍ଟ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଆମେ ଆପଣଙ୍କୁ ପେଟିଏମ ମଲ୍ ରେ ମିଳୁଥିବା କିଛି ସ୍ମାର୍ଟଫୋନ ବିଷୟରେ କହୁଛୁ ଯାହା ଆପଣଙ୍କୁ ଡିସ୍କାଉଂଟରେ ମିଳୁଛି । ଏହା ସହ ଆଇଫୋନ ଉପରେ ମିଳୁଥିବା କ୍ୟାସ ବ୍ୟାକ୍ ଅଫରର ଆପଣ ଲାଭ ଉଠାଇ ପାରିବେ । 

ଆଇଫୋନ ୧୦(ସିଲଭର) – ୮୯ ହଜାରରେ ମିଳୁଥିବା ଏହି ଫୋନ ଆପଣଙ୍କୁ ପେଟିଏମ ମଲରେ ୮୬,୭୯୯ ଟଙ୍କାରେ ମିଳି ପାରିବ । ଯଦି ଆପଣଙ୍କର ପ୍ରୋମୋକୋଡ ଥାଏ ତେବେ ଆପଣଙ୍କୁ ୧୦୦୦୦ ଟଙ୍କା ପର୍ୟ୍ୟନ୍ତ କ୍ୟାସବ୍ୟାକ ମିଳିବ । 

ଆଇଫୋନ ୬- ଏହି ମଡେଲର ୩୨ ଜିବି ମେମୋରୀ ବିଶିଷ୍ଟ ମୋବାଇଲ ଆପଣ ପାଇପାରିବେ ମାତ୍ର ୨୫,୯୪୩ ଟଙ୍କାରେ । ଯେତେବେଲେ ଫୋନର ଅସଲି ଦାମ ରହିଛି ୩୧,୯୦୦ । 

ମୋଟୋ ଜି୫+ - ୧୪୬୯୯ ଟଙ୍କାରେ ମିଳୁଥିବା ଏହି ଫୋନଟିର ପ୍ରକୃତ ମୂଲ୍ୟ ହେଉଛି ୧୬,୯୯୯ । ଏହା ବ୍ୟତୀତ ଏଥିରେ ଆପଣ ଅନଲାଇନ ପେମେଂଟ କଲେ ୨୨୦୫ଟଙ୍କାର କ୍ୟସବ୍ୟକର ଲାଭ ଉଠାଇ ପାରିବେ । 

ଆଇଫୋନ ଏସଇ- ଏହି ଅଫରର ଶେଷ ହେବା ଆଗରୁ କିଣି ନିଅନ୍ତୁ ଏକ ଆଇଫୋନ ଏସଇ । ୨୬୦୦୦ ମୂଲ୍ୟର ଏହି ଫୋନ ଆପଣଙ୍କୁ ମିଳିବ ମାତ୍ର ୧୯୭୪୧ ଟଙ୍କାରେ ।

ହନର ୮ ଲାଇଟ- ପେଟିଏମ ମଲରେ ଏହି ସ୍ମାର୍ଟଫୋନର ମୂଲ୍ୟ ୧୩୯୯୯ ଥିଲା ବେଳେ ଅନ୍ୟ ଜାଗାରେ ୧୮୯୯୯ ରହିଛି ।

ଏହା ସହ ଆଫଣ ଅନ୍ୟ ବ୍ରାଣ୍ଡ ଯେମିତି କି ଲେନେବୋ, ଏଲଜି, ଆସସ ଭଳି କମ୍ପାନୀର ଫୋନ କମ୍ ରେଟରେ ପାଇ ପାରିବେ । 

ଏହି ଅଫରର ବୈଧତା ଏପ୍ରିଲ ୧୫ ପର୍ୟ୍ୟନ୍ତ ରହିଥିବା ବେଳେ ଜଲଦି ଏହାର ଲାଭ ଉଠାନ୍ତୁ ।

You can share this post!

Leave Comments